ପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)

୧୯୮୯ର ଓଡ଼ିଆ କଥାଚିତ୍ର

ପଞ୍ଚୁ ପାଣ୍ତବ ଶିଶିର ମୋହନ ପତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓ ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ପ୍ରଶାନ୍ତ ନନ୍ଦ ପ୍ରଥମ ଥର ପାଇଁ ଏହି କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ପଞ୍ଚୁ ପାଣ୍ତବ
ନିର୍ଦ୍ଦେଶକଶିଶିର ମୋହନ ପତି
ପ୍ରଯୋଜକକାଞ୍ଚନବାଳା ନନ୍ଦ
କଳାକାରଉତ୍ତମ ମହାନ୍ତି, ପ୍ରଶାନ୍ତ ନନ୍ଦ,
ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ
ସଙ୍ଗୀତପ୍ରଶାନ୍ତ ନନ୍ଦ
ମୁକ୍ତିଲାଭ ତାରିଖ
୧୯୮୯
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେ

‘ପଞ୍ଚୁ ପାଣ୍ତବ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୧]

ଆଧାର

ଅଧିକ ତଥ୍ୟ