ନିସ୍ଟାଟିନ୍

ନିସ୍ଟାଟିନ୍, ବିକ୍ରୟ ନାମ ମାଇକୋସ୍ଟାଟିନ୍ ଏକ ପ୍ରକାର କବକରୋଧୀ ଔଷଧ । [୧] ବିଭିନ୍ନ କ୍ୟାଣ୍ଡିଡା କବକ ସଂକ୍ରମଣ ଯେପରିକି ଚର୍ମ ଡାଏପର ରାସ୍, କ୍ୟାଣ୍ଡିଡିଆସିସ ଥ୍ରସ୍, ଏସୋଫେଜିଆଲ କ୍ୟାଣ୍ଡିଡିଆସିସ ଓ ଯୋନୀ ଇଷ୍ଟ ସଂକ୍ରମଣ ନିମନ୍ତେ ଏହା ଦିଆଯାଏ । ସଙ୍କଟାପନ୍ନ ଲୋକଙ୍କୁ ଏହି ରୋଗ ପ୍ରତିରୋଧ ନିମନ୍ତେ ମଧ୍ୟ ଏହି ଔଷଧ ଦିଆଯାଏ । ନିସ୍ଟାଟିନ ପାଟିରେ, ଯୋନୀରେ ଦିଆଯାଏ ବା ଚର୍ମରେ ଲଗାଯାଏ ।[୧]

ନିସ୍ଟାଟିନ୍
Clinical data
Trade namesMycostatin, Nystop, others[୧]
AHFS/Drugs.commonograph
MedlinePlusa682758
Pregnancy
category
  • A vaginal, C by mouth
Routes of
administration
topical, vaginal, by mouth (but not absorbed orally)
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability0% on oral ingestion
MetabolismNone (not extensively absorbed)
Elimination half-lifeDependent upon GI transit time
ExcretionFecal (100%)
Identifiers
IUPAC name
  • (1S,3R,4R,7R,9R,11R,15S,16R,17R,18S,19E,21E, 25E,27E,29E,31E,33R,35S,36R,37S)-33-[(3-amino-3,6-dideoxy-β-L-mannopyranosyl)oxy]-1, 3,4,7,9,11,17,37-octahydroxy-15,16,18-trimethyl-13-oxo-14, 39-dioxabicyclo[33.3.1]nonatriaconta-19,21,25,27,29,31-hexaene-36-carboxylic acid
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.014.317 Edit this at Wikidata
Chemical and physical data
FormulaC47H75NO17
Molar mass926.09
3D model (JSmol)
SMILES
  • CC1C=CC=CCCC=CC=CC=CC=CC(CC2C(C(CC(O2)(CC(C(CCC(CC(CC(CC(=O)OC(C(C1O)C)C)O)O)O)O)O)O)O)C(=O)O)OC3C(C(C(C(O3)C)O)N)O
InChI
  • InChI=1S/C47H75NO17/c1-27-17-15-13-11-9-7-5-6-8-10-12-14-16-18-34(64-46-44(58)41(48)43(57)30(4)63-46)24-38-40(45(59)60)37(54)26-47(61,65-38)25-36(53)35(52)20-19-31(49)21-32(50)22-33(51)23-39(55)62-29(3)28(2)42(27)56/h5-6,8,10-18,27-38,40-44,46,49-54,56-58,61H,7,9,19-26,48H2,1-4H3,(H,59,60)/b6-5+,10-8+,13-11+,14-12+,17-15+,18-16+/t27-,28-,29-,30+,31+,32+,33+,34-,35+,36+,37-,38-,40+,41-,42+,43+,44-,46-,47+/m0/s1 ☒N
  • Key:VQOXZBDYSJBXMA-NQTDYLQESA-N ☒N
 ☒NcheckY (what is this?)  (verify)

ଜଳାପୋଡ଼ା, ଗଲୁ ଓ ରାସ୍ ଇତ୍ୟାଦି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଏହି ଔଷଧ ଯୋଗୁ ହୋଇପାରେ । ପାଟିରେ ନେଲେ ବାନ୍ତି ଓ ତରଳ ଝାଡ଼ା ହୋଇପାରେ । ଗର୍ଭାବସ୍ଥା ଥିଲେ ମଧ୍ୟ ଯୋନୀରେ ଲଗାଇବା ନିରାପଦ କିନ୍ତୁ ଓଷଧର ଅନ୍ୟ ଫର୍ମୁଲା ବିଷୟରେ ବିଶେଷ ଅନୁଶୀଳନ ହୋଇନାହିଁ । କବକର କୋଷିକାବରଣକୁ ଛିନ୍ନ କରି ଏହି ଔଷଧ କାର୍ଯ୍ୟକ୍ଷମ ହୁଏ । [୧]

ସନ ୧୯୫୦ରେ ରାଚେଲ ଫୁଲର ବ୍ରାଉନ ଓ ଏଲିଜାବେଥ ଲି ହାଜେନ ଦ୍ୱୟ ଏହି ଔଷଧ ଆବିଷ୍କାର କରିଥିଲେ ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ଏକ ୩୦ ଗ୍ରାମ କ୍ରିମର ହୋଲାସେଲ ମୂଲ୍ୟ ୦.୭୦ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ୨୫ ଡଲାରରୁ କମ୍ । [୫] ସ୍ଟ୍ରେପ୍ଟୋମାଇସେସ ନରସେ (Streptomyces noursei) ନାମକ ଜୀବାଣୁରୁ ଏହା ପ୍ରସ୍ତୁତ କରାଯାଏ ।[୨]

ଆଧାର