ନବରଙ୍ଗପୁର ଜିଲ୍ଲା
ଓଡ଼ିଶାର ପ୍ରଶାସନିକ ଜିଲ୍ଲା
ନବରଙ୍ଗପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ନବରଙ୍ଗପୁର ସହର ଏହାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଲ୍ଲାର ଅଧିକାଂଶ ଲୋକ ଆଦିବାସୀ ଓ ଅଧିକାଂଶ ଭୂଭାଗ ଜଙ୍ଗଲଦ୍ୱାରା ଆଚ୍ଛାଦିତ । ନବରଙ୍ଗପୁର ଓ ଉମରକୋଟ ଏହି ଜିଲ୍ଲାର ମୂଖ୍ୟ ସହର ।
ନବରଙ୍ଗପୁର | |
---|---|
ଜିଲ୍ଲା | |
![]() ଓଡ଼ିଶାରେ ଅବସ୍ଥାନ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ନବରଙ୍ଗପୁର |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୪ଟି ଆସନ
|
Area | |
• ଜିଲ୍ଲା | 5294 km2 (2,044 sq mi) |
Population (୨୦୧୧) | |
• ଜିଲ୍ଲା | ୧୨୧୮୭୬୨ |
• Density | 230/km2 (600/sq mi) |
• Urban | ୮୭୭୦୫ |
• Rural | ୧୧୩୧୦୫୭ |
• ୬ ବର୍ଷରୁ କମ ଶିଶୁ | ୨୦୧୯୦୧ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୪ xxx |
ତାର (ଏସ୍.ଟି.ଡ଼ି) | ୦୬ |
ଯାନବାହାନ ପଞ୍ଚୀକରଣ | OD-24 |
ଜିଲ୍ଲାପାଳ | ରଶ୍ମିତା ପଣ୍ଡା |
Website | Official website |
ଭୂଗୋଳ
ଅବସ୍ଥିତି
ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗରେ, କୋରାପୁଟ ଜିଲ୍ଲା ନିକଟରେ ୧୯.୧୪' ଉତ୍ତର ଅକ୍ଷାଂଶ ଓ ୮୨.୩୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହାର ଉଚ୍ଚତା 1,876 feet (572 m) ।
ଜନସଂଖ୍ୟା
୨୦୧୧ ଜନଗଣନା[୧] ଅନୁସାରେ, ନବରଙ୍ଗପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୧୮,୭୬୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୩୧,୦୫୭ ଓ ସହରାଞ୍ଚଳରେ ୮୭,୭୦୫ ଲୋକ ବାସ କରନ୍ତି । [୨] ।
- ପୁରୁଷ: ୬,୦୬,୦୪୬
- ଗ୍ରାମାଞ୍ଚଳ: ୫,୫୯,୯୩୩
- ସହରାଞ୍ଚଳ: ୪୪,୧୧୩
- ମହିଳା: ୬,୧୪,୭୧୬
- ଗ୍ରାମାଞ୍ଚଳ: ୫,୭୧,୧୨୪
- ସହରାଞ୍ଚଳ: ୪୩,୫୯୨
- ଛ ବର୍ଷରୁ କମ: ୨,୦୧,୯୦୧
- ପଢୁଆ ହାର: ୪୮.୨୦%
- ପୁରୁଷ: ୫୯.୪୫%
- ମହିଳା: ୩୭.୨୨%
ପର୍ଯ୍ୟଟନସ୍ଥଳୀ
୨୦୧୨ ମସିହାରେ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ୨ ଲକ୍ଷ ୭୦ ହଜାର ୮୨୦ ଜଣ ପର୍ଯ୍ୟଟକ ବୁଲି ଦେଖିଥିଲେ ।[୩]
- ପୋଡାଗଡ଼, ଉମରକୋଟ
- ଚନ୍ଦନଧାରା ଜଳପ୍ରପାତ
- ହିର୍ଲୀ ପର୍ବତ
- କେଲିଆ ଶୈବପୀଠ, ଡାବୁଗାଁ
- ନୀଳକଣ୍ଠେଶ୍ୱ୍ଅର ମନ୍ଦିର, ପାପଡା ହାଣ୍ଡି
- ପେଣ୍ଡ୍ରାଣୀ ମନ୍ଦିର
ଆଧାର
ଅଧିକ ତଥ୍ୟ
- Official website
- The district Blog: Nabarangpur Archived 2008-02-24 at the Wayback Machine.
- Page on Orissa website Archived 2009-02-28 at the Wayback Machine.
- Lok Sabha debate on bringing railway to area
🔥 Top keywords: ପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀମନମୋହନ ସାମଲବିଶେଷ:ଖୋଜନ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଗୋପବନ୍ଧୁ ଦାସଓଡ଼ିଆ ଭାଷାରଜମଧୁସୂଦନ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରସାରଳା ଦାସବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନ୍ନାଥ ଦାସhjek3ମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅନନ୍ତ ପଟ୍ଟନାୟକଓଡ଼ିଶାକୁନ୍ତଳା କୁମାରୀ ସାବତମୁଦ୍ରା ଚିହ୍ନଭି. କାର୍ତ୍ତିକେୟ ପାଣ୍ଡିଆନwiki.phtmlପଠାଣି ସାମନ୍ତଲିଙ୍ଗରାଜ ମନ୍ଦିରମଧୁସୂଦନ ରାଓରାଧାନାଥ ରାୟଜଗନ୍ନାଥବିଶେଷ:ନଗଦବଦଳସଚ୍ଚିଦାନନ୍ଦ ରାଉତରାୟଭାରତସିକ୍ଲ ସେଲ୍ ରୋଗ