ଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଧାମନଗର (କ୍ରମିକ ସଂଖ୍ୟା: ୪୬) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଧାମନଗର ବ୍ଳକ ଓ ତିହିଡ଼ି ବ୍ଳକର କିଛି ଅଞ୍ଚଳ ।[୨][୩]

ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୨,୦୨,୯୪୧
ଜିଲ୍ଲା:ଭଦ୍ରକ
ଲୋକ ସଭା ନିର୍ବାଚନ ମଣ୍ଡଳୀ:ଭଦ୍ରକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମୁକ୍ତିକାନ୍ତ ମଣ୍ଡଳ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଷ୍ଣୁଚରଣ ସେଠୀଙ୍କଠାରୁ ୯୧୯୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀଙ୍କଠାରୁ ୪,୯୪୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଧାମନଗର [୬]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
ବିଜଦରାଜେନ୍ଦ୍ର କୁମାର ଦାସ୪୮,୪୨୪୩୮.୭୮-
ଭାଜପାବିଷ୍ଣୁ ଚରଣ ସେଠୀ୪୩,୪୮୦୩୪.୮୨-
କଂଗ୍ରେସନେତ୍ରାନନ୍ଦ ମଲ୍ଲିକ୨୯,୮୪୪୨୩.୯୦-
ସ୍ୱାଧୀନଇନ୍ଦୁମତି ମଲ୍ଲିକ୯୪୧୦.୭୫-
ବସପାବିଦ୍ୟାଧର ମଲ୍ଲିକ୯୨୯୦.୭୪-
ସମୃଦ୍ଧ ଓଡ଼ିଶା କାଳନ୍ଦି ମଲିକ୮୪୩୦.୬୮-
ଓଡ଼ିଶା ମୁକ୍ତି ମୋର୍ଚ୍ଚାଦିପକ ଗୋଚ୍ଛାୟତ୪୧୨୦.୩୩-
ଭୋଟ ବ୍ୟବଧାନ୪,୯୪୪୩.୯୬*-
ମତଦାନ ହାର୧,୨୪,୯୩୦୬୬.୧୧-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭] [୮][୪][୯]

ଆଧାର