ଦୀପ୍ତିରଞ୍ଜନ ପଟ୍ଟନାୟକ

ଗାଳ୍ପିକ

ଦୀପ୍ତିରଞ୍ଜନ ପଟ୍ଟନାୟକ (ଜନ୍ମ: ୨୫ ନଭେମ୍ବର ୧୯୬୦) ଜଣେ ଓଡ଼ିଆ ଗାଳ୍ପିକ । ୨୦୧୩ ମସିହାରେ ସେ ତାଙ୍କର କ୍ଷୁଦ୍ରଗଳ୍ପ ସଂକଳନ "ସନ୍ଦିଗ୍ଧ ଶୈଶବ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସେ ଶିଶୁ ସାହିତ୍ୟ ଓ ଅନୁବାଦ ସାହିତ୍ୟ ମଧ୍ୟ ରଚନା କରନ୍ତି । ବୃତ୍ତିରେ ସେ ଜଣେ ଅଧ୍ୟାପକ ।

ଦୀପ୍ତିରଞ୍ଜନ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ (1960-11-25) ୨୫ ନଭେମ୍ବର ୧୯୬୦ (ବୟସ ୬୩)
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩

ରଚନାବଳୀ

କ୍ଷୁଦ୍ର ଗଳ୍ପ

  • ହଳଦୀବସନ୍ତର ଗୀତ- ୨୦୧୨ (ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ୍)
  • ଈର୍ଷାରୁ ସ୍ନେହ ପର୍ଯ୍ୟନ୍ତ - ୨୦୦୨ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ଜଣେ ବହ୍ମରାକ୍ଷସ ଆତ୍ମକାହାଣୀ - ୧୯୯୫ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ - ୧୯୯୯ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ସନ୍ଦିଗ୍ଧ ଶୈଶବ - ୨୦୧୦ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ଇର୍ଷାରୁ ସ୍ନେହ ପର୍ଯ୍ୟନ୍ତ

ପ୍ରବନ୍ଧ

  • Subversive Innocence: A Study of American Children Fiction - ୨୦୦୨ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ଆମେରିକା ଏକ ପ୍ରେମ କାହାଣୀ
  • ମୁଁ କାହିଁକି ଲେଖେ ଓ ଅନ୍ୟାନ୍ୟ ପ୍ରବନ୍ଧ- ୨୦୧୨ (କଳିଙ୍ଗ ପ୍ରକାଶନ)[୧]

ଅନୁବାଦ

  • ମୁଣ୍ଡ ଟିକେ ବଞ୍ଚିବା - ୨୦୧୧ (ମ୍ୟାକମିଲାନ)
  • Letters from a Forest School - ୨୦୦୭ (ନେସନାଲ ବୁକ୍ ଟ୍ରଷ୍ଟ)
  • Folk Tales of Utkal- ୨୦୦୨ (ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ୍)
  • ଶିଶୁ ବିକାଶରେ ସହଯୋଗ - ୨୦୦୩ (ଓରିଏଣ୍ଟ ଲଙ୍ଗମ୍ୟାନ ପବ୍ଲିକେଶନ)
  • ତୁମେ ଜିତି ପାର (ଶିବ୍ ଖେରାଙ୍କ "ୟୁ କ୍ୟାନ ଉଇନ" ପୁସ୍ତକର ଓଡ଼ିଆ ବିପିନ ବିହାରୀ ମିଶ୍ରଙ୍କ ସହିତ ଅନୁବାଦ) - ୨୦୦୨ (ମାକ୍ ମିଲନ ଇଣ୍ଡିଆ)
  • Thaiis - ୨୦୦୧ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ଆତ୍ମଚରିତ - ୨୦୧୬ (ନେସନାଲ ବୁକ୍ ଟ୍ରଷ୍ଟ)[୨]

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୩ (ସନ୍ଦିଗ୍ଧ ଶୈଶବ ପାଇଁ)[୩]
  • ହରେକୃଷ୍ଣ ଦାସ ଓ ପ୍ରତିଭା ଦାସ ସ୍ମୃତି ସମ୍ମାନ, ୨୦୨୦ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ ଶିଶୁ ସାହିତ୍ୟ ସମ୍ମାନ)

ଆଧାର