ତୁ ଥିଲେ ମୋ ଡର କାହାକୁ

୨୦୧୦ର ଓଡ଼ିଆ କଥାଚିତ୍ର

ତୁ ଥିଲେ ମୋ ଡର କାହାକୁ, ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜିତ ମିଶ୍ର ଓ ସୌମ୍ୟରଞ୍ଜନ ପଟ୍ଟନାୟକ । ଅଜିତ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଦିଲ୍ଲ୍ଲିପ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।[୧]

ତୁ ଥିଲେ ମୋ ଡର କାହାକୁ
ନିର୍ଦ୍ଦେଶକଦିଲିପ ପଣ୍ଡା
ପ୍ରଯୋଜକଅଜିତ ମିଶ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ
ଚିତ୍ରନାଟ୍ୟଦିଲିପ ପଣ୍ଡା
କାହାଣୀଅଜିତ ମିଶ୍ର
କଳାକାରବୁଦ୍ଧାଦିତ୍ୟ, ବର୍ଷା ପ୍ରିୟଦର୍ଶିନୀ, ବିଜୟ ମହାନ୍ତି, ମହାଶ୍ୱେତା ରାୟ
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକଦିଲିପ ପଣ୍ଡା
ମୁକ୍ତିଲାଭ ତାରିଖ
୭ ଜାନୁଆରୀ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟ

ଦ୍ରଷ୍ଟବ୍ୟ