ଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଟିଟଲାଗଡ଼ (କ୍ରମିକ ସଂଖ୍ୟା: ୬୯) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧]ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଟିଟିଲାଗଡ଼ (ବି), ଟିଟିଲାଗଡ଼ ବ୍ଳକ, ସଇଁତଳା ବ୍ଳକ ଓ ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) ବ୍ଳକ ।[୨][୩]

ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୨,୨୬,୨୯୧
ଜିଲ୍ଲା:ବଲାଙ୍ଗୀର
ଲୋକ ସଭା ନିର୍ବାଚନ ମଣ୍ଡଳୀ:ବଲାଙ୍ଗୀର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ଟୁକୁନି ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କଠାରୁ ୧୪୦୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ, ବିଜୁ ଜନତା ଦଳପ୍ରାର୍ଥୀ ଯୋଗେନ୍ଦ୍ର ବେହେରାଙ୍କଠାରୁ ୪,୮୩୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଟିଟିଲାଗଡ଼ [୬]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
କଂଗ୍ରେସସୁରେନ୍ଦ୍ର ସିଂହ ଭୋଇ୫୭,୭୫୩୩୯.୧୬-
ବିଜଦଯୋଗେନ୍ଦ୍ର ବେହେରା୫୨,୯୧୫୩୫.୮୮-
ଭାଜପାଶାନ୍ତନୁ କୁମାର ନାଏକ୨୫,୯୭୬୧୭.୬୧-
ବସପାଦେବେନ୍ଦ୍ର କୁମାର ଜୈନ୪,୬୯୭୩.୧୮-
ସ୍ୱାଧୀନଶରତ କୁମାର ସାହୁ୨,୬୩୫୧.୭୯-
ସମୃଦ୍ଧ ଓଡ଼ିଶା ଘନଶ୍ୟାମ ପ୍ରଧାନି୨,୨୮୨୧.୫୫-
ସପାଚେୟାରମ୍ୟାନ ବାଗ୧,୨୩୮୦.୮୪-
ଭୋଟ ବ୍ୟବଧାନ୪,୮୩୮୩.୨୮*-
ମତଦାନ ହାର୧,୪୭,୫୨୦୭୩.୧୩-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର