ଟାଇଗ୍ରେନ୍ସ ଦ ଗ୍ରେଟ

ଟାଇଗ୍ରେନ୍ସ ୨,ଟାଇଗ୍ରେନ୍ସ ଦ ଗ୍ରେଟ ନାମରେ ଅଧିକ ଜଣା(ଆରମେନିଆନ: Տիգրան Մեծ, Tigran Mets;[୧] ପ୍ରାଚୀନ ଗ୍ରୀକ: Τιγράνης ὁ Μέγας Tigránes ho Mégas; Latin: Tigranes Magnus)[୨] (ଖ୍ରୀ.ପୂ.୧୪୦ – ୫୫) ଆରମେନିଆର ଜଣେ ରାଜା ଥିଲେ । ତାଙ୍କ ଅଧୀନରେ ଦେଶଟି ଖୁବ କମ ସମୟରେ ରୋମାନ ଭୂଖଣ୍ଡର ସବୁଠାରୁ ଅଧିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଥିଲା ।[୩]

ଟାଇଗ୍ରେନ୍ସ ଦ ଗ୍ରେଟ
କିଙ୍ଗ ଅଫ ଆରମେନିଆ
କବନ୍ଧଥାଇ ଟେଟ୍ରାଡ୍ରାକ୍ମର ୨ୟ ଟାଇଗ୍ରେନ୍ସଙ୍କ ମୂର୍ତ୍ତି
ଶାସନ କାଳଖ୍ରୀ.ପୂ. ୯୫-୫୫
Buriedଟାଇଗ୍ରାନୋସେର୍ଟା (ତୁର୍କୀର ସିଲଭାନ ନିକଟରେ)
ପୂର୍ବାଧିକାରୀ୨ୟ ଟାଇଗ୍ରେନ୍ସ
ଉତ୍ତରାଧିକାରୀ୨ୟ ଆର୍ଟାଭାସଡେସ
ରାଣୀପୋଣ୍ଟସର କ୍ଲିଓପାଟ୍ରା
Offspringକ୍ଲିଓପାଟ୍ରାଙ୍କ ତିନି ପୁଅ: ଜାରିଆଡ୍ରେସ, ଆର୍ଟାଭାସଡେସ ୨, ଟାଇଗ୍ରେନ୍ସ ଏବଂ ଦୁଇ ଝିଅ: ଜଣେ ବିବାହିତା ପାର୍ଥିଆର ପାକୋରସ ୧ ଏବଂ ଆଉ ଜଣେ ବିବାହିତା ମିଡ଼ିଆ ଆଟ୍ରୋପେଣ୍ଟେନର ମିଥିଡେଟ୍ସ ୧
ରାଜବଂଶଆର୍ଟାଜିଆଡ଼
ପିତାଆର୍ଟାଭାସଡେସ ୧ ଅଥବା ଟାଇଗ୍ରେନ୍ସ ୧
ଧର୍ମଆରମେନିଆର ପାଗାନବାଦ
ଟାଇଗ୍ରେନ୍ସ ଦ ଗ୍ରେଟଙ୍କ ଅଧୀନରେ ଥିବା ଆରମେନିଆର ରାଜବଂଶ