ଝିଅଟି ସୀତା ପରି

୧୯୮୩ର ଓଡ଼ିଆ କଥାଚିତ୍ର


ବିଧୁଭୁଷଣ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଝିଅଟି ସୀତା ପରି [୧] ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା ।

ଝିଅଟି ସୀତା ପରି
ନିର୍ଦ୍ଦେଶକବିଧୁଭୁଷଣ ନନ୍ଦ
କଳାକାରଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ଜୟୀରାମ ସାମଲ
ସଙ୍ଗୀତସରୋଜ ପଟ୍ଟନୟକ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୩
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୨୫ଲକ୍ଷ ୬୦ହଜାର ଟଙ୍କା

ଅଭିନୟ

ଗୀତ ଓ ସଙ୍ଗୀତ

ଏହି କଥାଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ପଟ୍ଟନାୟକ । ପ୍ରଣବ ପଟ୍ଟନାୟକ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଆଧାର