ଜେମ୍ସ କାମେରନ୍

କାନାଡ଼ୀୟ କଥାଚିତ୍ର ନିର୍ଦ୍ଦେଶକ

ଜେମ୍ସ୍ ଫ୍ରାନ୍ସିସ୍ କାମେରନ୍ (ଜନ୍ମ୍ ଅଗଷ୍ଟ ୧୬, ୧୯୫୪) ଜଣେ କାନାଡୀୟ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, ସନ୍ଯୋଜକ, ଚିତ୍ରନାଟ୍ୟକାର, ଉଦ୍ଭାବକ, ଇଞ୍ଜିନିୟର୍, ଲୋକହିତକାରୀ ଓ ଗଭୀର-ସମୁଦ୍ର ଉନ୍ମୋଚକ. ସ୍ପେଶାଲ୍ ଇଫେକ୍ଟ୍ରେ କାମ କରିଲା ପରେ ସେ ବଡ଼ ସଫଳତା କାଳ୍ପନିକ ବିଜ୍ଞାନ ଏକ୍ସନ୍ ଚଳଚ୍ଚିତ୍ର "ଦ୍ ଟର୍ମିନେଟର୍"(୧୯୮୪)ର ନିର୍ଦ୍ଦେଶନା ଓ କାହାଣୀ ଲେଖାରେ ପାଇଥିଲେ। ସେ ତାହା ପରେ ଜଣେ ସଫଳ ହଲିଉଡ୍ ନିର୍ଦ୍ଦେଶକ ହୋଇଗଲେ ଏବଂ ଏଲିଅନ୍ସ୍ ଚଳଚ୍ଚିତ୍ରର କାହାଣୀ ଲେଖିବା ଓ ନିର୍ଦ୍ଦେଶନା ନିମନ୍ତେ ତାଙ୍କୁ ନିଯୁକ୍ତ କରାଗଲା; ତିନି ବର୍ଷ ପରେ ସେ ନିର୍ମାଣ କରିଥିଲେ ଦ୍ ଆବିୟ୍ସ୍। ସେ ଆହୁରି ସଫଳତା ପାଇଲେ ଚଳଚ୍ଚିତ୍ର ଟର୍ମିନେଟର୍ ୨: ଜଜମେଣ୍ଟ୍ ଡେରେ ସ୍ପେଶାଲ୍ ଏଫ୍ଫେକ୍ଟ୍ରର ବ୍ୟବହାର କରି।

ଜେମ୍ସ କାମେରନ୍
କାମେରନ୍ ଜୁଲାଇ ୨୦୧୬ ରେ
ଜନ୍ମ
ଜେମ୍ସ ଫ୍ରାନ୍ସିସ୍ କାମେରନ୍

ଅଗଷ୍ଟ ୧୬, ୧୯୫୪ (ବୟସ ୬୩)
Kapuskasing, Ontario, Canada
ଶିକ୍ଷାନୁଷ୍ଠାନFullerton College
California State University, Fullerton
ବୃତ୍ତି(ସମୂହ)ଚଳଚ୍ଚିତ୍ର ନିର୍ମାତା, ପରିବେଷବିତ୍ତ୍, ଉନ୍ମୋଚକ, ଲୋକହିତକାରି
ସକ୍ରିୟ ବର୍ଷ୧୯୫୭–ବର୍ତ୍ତମାନ
ବୈବାହିକ-ସାଥୀ(s)
Sharon Williams
(m. ୧୯୭୮⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

Gale Anne Hurd
(m. ୧୯୮୫; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

Kathryn Bigelow
(m. ୧୯୮୯⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

Linda Hamilton
(m. ୧୯୯୭; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

Suzy Amis
(m. ୨୦୦୦)
ସନ୍ତାନ
ପୁରସ୍କାରSee below

ଟ୍ରୁ ଲାଇସ୍ (୧୯୯୪) ଚଳଚ୍ଚିତ୍ର ପରେ ସେ ବନେଇଥିଲେ ସେହି ସମୟର ସବୁଠାରୁ ବଡ଼ ସିନେମା ଟାଇଟେନିକ୍ (୧୯୯୭) ଯାହା ପାଇଁ ସେ ଏକାଡେମୀ ପୁରସ୍କାର ଶ୍ରେଷ୍ଠ ସିନେମା, ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ଫିଲ୍ମ୍ ଏଡିଟିଙ୍ଗ୍ କ୍ଷେତ୍ରରେ ଜିତି ଥିଲେ। he is bad at Fortnite

ଆଧାର