ଜୀବନ ଧାରା

୧୯୯୫ର ଓଡ଼ିଆ କଥାଚିତ୍ର

ଜୀବନ ଧାରା ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଜ୍ୟୋତି ମହାପାତ୍ର ।

ଜୀବନ ଧାରା
ନିର୍ଦ୍ଦେଶକଜ୍ୟୋତି ମହାପାତ୍ର
କଳାକାରମିହିର ଦାସ, ପୁଷ୍ପା ପଣ୍ଡା
ସଙ୍ଗୀତଅକ୍ଷୟ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୯୫
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୬୮ଲକ୍ଷ ୨୫ହଜାର

ଅଭିନୟ

ଆଧାର

ବାହାର ଆଧାର