ଛାତିରେ ଲେଖିଛି ତୋରି ନାଁ

୨୦୧୧ର ଓଡ଼ିଆ କଥାଚିତ୍ର

ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଛାତିରେ ଲେଖିଛି ତୋରି ନାଁ [୧] ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।

ଛାତିରେ ଲେଖିଛି ତୋରି ନାଁ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଭବାନି ରଥ, ଅନାମ ଚରଣ ସାହୁ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସଞ୍ଜୟ ନାୟକ, ଭବାନି ରଥ
କଳାକାରସବ୍ୟସାଚୀ ମିଶ୍ର, ବର୍ଷା ପ୍ରିୟଦର୍ଶିନୀ, ବିଜୟ ମହାନ୍ତି, ଚନ୍ଦନ କର
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣରଞ୍ଜନ
ମୁକ୍ତିଲାଭ ତାରିଖ
୧୪ ଜାନୁଆରୀ ୨୦୧୧
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ

ଓଡ଼ିଆଚଳଚ୍ଚିତ୍ର ‘ଛାତିରେ ଲେଖିଛି ତୋରି ନାଁ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର