ଚାନ୍ଦବାଲି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Tools
Actions
General
ପ୍ରିଣ୍ଟ/ରପ୍ତାନି
ବାକି ପ୍ରକଳ୍ପଗୁଡ଼ିକରେ
ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୫,୯୧୫ |
ଜିଲ୍ଲା: | ଭଦ୍ରକ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଭଦ୍ରକ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଚାନ୍ଦବାଲି (କ୍ରମିକ ସଂଖ୍ୟା: ୪୭) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଚାନ୍ଦବାଲି ବ୍ଳକ ଓ ତିହିଡ଼ି ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବ୍ୟୋମକେଶ ରାୟ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅମୀୟ କୁମାର ମହାପାତ୍ରଙ୍କଠାରୁ ୨୪୮୮୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅମିୟ କୁମାର ମହାପାତ୍ରଙ୍କଠାରୁ ୭,୬୧୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୭][୪][୪]
୨୦୦୯ ବିଧାନ ସଭା ନିର୍ବାଚନ, ଚାନ୍ଦବାଲି [୮] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ବିଜୟ ନାୟକ | ୫୮,୪୬୭ | ୪୩.୫୭ | - | |
କଂଗ୍ରେସ | ଅମିୟ କୁମାର ମହାପାତ୍ର | ୫୦,୮୫୪ | ୩୭.୮୯ | - | |
ଭାଜପା | ପୂର୍ଣ୍ଣ ଚନ୍ଦ୍ର ପାଣି | ୧,୪୭,୮୪ | ୧୧.୦୨ | - | |
ସ୍ୱାଧୀନ | ସଂଗ୍ରାମ କେଶରୀ ରାଉତ | ୬,୦୮୫ | ୪.୫୩ | - | |
ସ୍ୱାଧୀନ | ବିଶ୍ୱ କେଶରୀ ମହାନ୍ତି | ୨,୮୪୭ | ୨.୧୨ | - | |
ବସପା | ସୂର୍ଯ୍ୟ ରଞ୍ଜନ ମିଶ୍ର | ୫୯୫ | ୦.୪୪ | - | |
ସ୍ୱାଧୀନ | ରବି ନାରାୟଣ ମହାପାତ୍ର | ୫୭୧ | ୦.୪୩ | - | |
ଭୋଟ ବ୍ୟବଧାନ | ୭,୬୧୩ | ୫.୬୭* | - | ||
ମତଦାନ ହାର | ୧,୩୪,୨୨୦ | ୬୮.୨୯ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ସଦର ମହକୁମା: ଭଦ୍ରକ | |
ନିର୍ବାଚନ ମଣ୍ଡଳୀ | |
ପର୍ଯ୍ୟଟନ ସ୍ଥଳ | |
ପର୍ବପର୍ବାଣୀ, ଲୋକକଳା ଓ ଖାଦ୍ୟ | |
ସହର ଓ ସଦର ଅନ୍ୟ ଜିଲ୍ଲାରେ |