ଚନ୍ଦନ କର

ଓଡ଼ିଆ ଅଭିନେତା

ଚନ୍ଦନ କର ଭାରତର ଓଡ଼ିଶାରେ ଜଣେ ଜଣାଶୁଣା ଓଡ଼ିଆ ଅଭିନେତା । [୧][୨] ସେ ୨୦୦୬ରେ ବାବୁ ଆଇ ଲଭ ୟୁ ସିନେମାରୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବିପକ୍ଷରେ ନିଜ କଥାଚିତ୍ର ଜୀବନ ଆରମ୍ଭ କରିଥିଲେ । [୩][୪][୫]

ଚନ୍ଦନ କର
Background information
ଜନ୍ମ୧୬ ସେପ୍ଟେମ୍ବର ୧୯୮୧ କଟକ
ପେଷାଓଡ଼ିଆ ସିନେମା ଅଭିନେତା
କାର୍ଯ୍ୟକାଳ୨୦୦୬-ଏବେଯାଏଁ

ବାଲ୍ୟ ଜୀବନ

ଚନ୍ଦନ କର କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ରମାକାନ୍ତ କର ଜଣେ ସେବା ନିବୃତ ସରକାରୀ ଯନ୍ତ୍ରୀ ଅଟନ୍ତି । ସେ ଡି.ଏ.ଭି ପବ୍ଲିକ୍ ସ୍କୁଲ୍, ୟୁନିଟ୍-୪, ଭୁବନେଶ୍ୱରରେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ଚନ୍ଦନ ୨୦୦୩ ମସିହାରେ ଇଲେକ୍ଟ୍ରୋନିକ୍ସ୍ ଆଣ୍ଡ୍ ଟେଲିକମ୍ୟୁନିକେସନ୍ ଡିପାର୍ଟମେଣ୍ଟ୍ରେ ଓଡ଼ିଶା ଇଞ୍ଜିନିୟରିଂ କଲେଜରୁ ବିଟେକ୍ରେ ସ୍ନାତକ ଉପାଧି ହାସଲ କରିଛନ୍ତି ।

କର୍ମ ଜୀବନ

ଚନ୍ଦନ କର ପେଷାରେ ଜଣେ ସପ୍ଟବେର୍ ଇଞ୍ଜିନିୟର । ସେ ଏକ ବହୁରାଷ୍ଟ୍ରିୟ ଆଇ.ଟି କମ୍ପାନିରେ କାର୍ଯ୍ୟରତ ।

ସିନେମା

ଟେଲିଭିଜନ

  • ଏଇତ ଜୀବନ (ଓଟିଭି)
  • ଫୋନ୍ ଇନ୍ (ଇଟିଭି)
  • ସେଲିବ୍ରିଟି ସୋ (ତରଙ୍ଗ)
  • ଡେ ବିଥ୍ ଏ ଷ୍ଟାର୍ (ତରଙ୍ଗ)
  • ଷ୍ଟାର୍ ଚଏସ୍ (ତରଙ୍ଗ)
  • ଷ୍ଟାର୍ ଟେଷ୍ଟ (ତରଙ୍ଗ)
  • ବେଷ୍ଟ ଇନ୍ ଓଡ଼ିଶା (ତରଙ୍ଗ)
  • କିଛିକଥା କିଛିଗୀତ (ତରଙ୍ଗ)

ମାନ ସମ୍ମାନ

ବର୍ଷପୁରସ୍କାରବିଭାଗଚଳଚ୍ଚିତ୍ରପରିଣାମ
୨୦୦୬ଓମ୍ ଶ୍ରୀ ପୁରସ୍କାରନବାଗତ ଅଭିନେତା - ପୁରୁଷବାବୁ ଆଇ ଲଭ ୟୁଜିତିଛନ୍ତି
୨୦୦୬ଶୁଭମ୍ ପୁରସ୍କାରନବାଗତ ଅଭିନେତା - ପୁରୁଷବାବୁ ଆଇ ଲଭ ୟୁଜିତିଛନ୍ତି
୨୦୦୯ମୁନ୍ ଟିଭି ପୁରସ୍କାରଖଳନାୟକ ଚରିତ୍ର - ପୁରୁଷ''ମତେ ଆଣିଦେଲ ଲକ୍ଷେ ଫଗୁଣ''ଜିତିଛନ୍ତି

ଆଧାର

ବାହାର ଆଧାର