ଗୋକୁଳ
ଛାଞ୍ଚ:Other
ଗୋକୁଳ | |
---|---|
ସହର | |
ଗୋକୁଲର ଏକ ମନ୍ଦିର ଗୋକୁଲର ଏକ ମନ୍ଦିର | |
Country | ![]() |
State | Uttar Pradesh |
District | Mathura |
Elevation | 163 m (535 ft) |
Population (2001) | |
• Total | ୪,୦୪୧ |
Languages | |
• Official | Hindi |
Time zone | UTC+5:30 (IST) |
ଗୋକୁଳ , ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରେ ଏକ ମୁନିସିପାଲିଟି । ଏହା ମଥୁରାଠାରୁ ଦକ୍ଷିଣ -ପୂର୍ବ ଦିଗରେ 15 କିଲୋମିଟର ଦୂରରେ ଅବସ୍ଥିତ । ହିନ୍ଦୁ ପୁରାଣ ଅନୁସାରେ ଭଗବାନ ଶ୍ରୀ କୃଷ୍ଣ ତାଙ୍କର ବାଲ୍ୟକାଳ ଏଠାରେ ବିତେଇଥିଲେ ।
ବେଦର ପାଣ୍ଡୁଲିପି ରେ
![](http://upload.wikimedia.org/wikipedia/commons/thumb/7/70/Indischer_Maler_um_1640_001.jpg/220px-Indischer_Maler_um_1640_001.jpg)
ଜନସଂଖ୍ୟା
2001 ଜନଗଣନା ଅନୁସାରେ ଗୋକୁଳାର ଜନସଂଖ୍ୟା 4041 ଥିଲା । ଏଠି ମଧ୍ୟରୁ 55% ପୁରୁଷ ଥିବା ବେଳେ 45 % ମହିଳା ଥିଲେ । ଗୁକୁଳର ସାକ୍ଷ୍ୟରତା ହାର 60 % ଥିଲା ଯାହା ଜାତୀୟ ହାର 59,5ରୁ କିଞ୍ଚିତ ଅଧିକ । 8 ବର୍ଷରୁ କମ ଆବାଡି 18% ଥିଲା ।
![](http://upload.wikimedia.org/wikipedia/commons/thumb/4/44/KaliyaMardan.jpg/400px-KaliyaMardan.jpg)
ଅବସ୍ଥିତି
ଗୋକୁଳାର ଭୌଗୋଳିକ ଅବସ୍ଥିତିର ଦିଗବାରେଣୀ ହେଲା 27°27′N 77°43′E / 27.45°N 77.72°E.[୧] Iଏହା ସମୁଦ୍ରପତ୍ତନଠାରୁ 534 ଫୁଟ ଉପରେ ରହିଛି ।
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀମନମୋହନ ସାମଲବିଶେଷ:ଖୋଜନ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଗୋପବନ୍ଧୁ ଦାସଓଡ଼ିଆ ଭାଷାରଜମଧୁସୂଦନ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରସାରଳା ଦାସବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନ୍ନାଥ ଦାସhjek3ମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅନନ୍ତ ପଟ୍ଟନାୟକଓଡ଼ିଶାକୁନ୍ତଳା କୁମାରୀ ସାବତମୁଦ୍ରା ଚିହ୍ନଭି. କାର୍ତ୍ତିକେୟ ପାଣ୍ଡିଆନwiki.phtmlପଠାଣି ସାମନ୍ତଲିଙ୍ଗରାଜ ମନ୍ଦିରମଧୁସୂଦନ ରାଓରାଧାନାଥ ରାୟଜଗନ୍ନାଥବିଶେଷ:ନଗଦବଦଳସଚ୍ଚିଦାନନ୍ଦ ରାଉତରାୟଭାରତସିକ୍ଲ ସେଲ୍ ରୋଗ