ଗୁରୁ ଗୋବିନ୍ଦ ସିଂହ ଷ୍ଟାଡିୟମ
ଗୁରୁ ଗୋବିନ୍ଦ ସିଂହ ଷ୍ଟାଡିୟମ , ଭାରତୀୟ ରାଜ୍ୟ ପଞ୍ଜାବର ଜଲନ୍ଧରଠାରେ ଥିବା ଏକ ବହୁମୂଖୀ ବ୍ୟବହାର ଯୋଗ୍ୟ ଷ୍ଟାଡିୟମ । ଏହାର ଦର୍ଶକ ବସିବା କ୍ଷ୍ଶ୍ୟାମତା 22,000 ଓ ଏଠାରେ JCT ଫୁଟବଲ ଟୁର୍ଣାମେଣ୍ଟ ହେଇଥାଏ । .[୨]
![]() GGS stadium during 2014 Kabaddi World Cup | |
Location | Jalandhar, India |
---|---|
Owner | Jalandhar City |
Capacity | 22,000[୧] |
Opened | 1971 |
Tenants | |
2001 National Games of India JCT FC (1971 - 2011) |
ଇତିହାସ
ବିଶେଷ ଭାବରେ ସ୍ଥାନୀୟ ଲୋକଙ୍କ ବ୍ୟବହାରରେ ଆସୁଥିବା ଏହି ଷ୍ଟାଡିୟମରେ ଦୌଡ , ଫୁଟବଲ , କବଡ୍ଡି ଆଦି ଖେଳା ଯାଇଥାଏ । ଏଠାରେ ମିଉଜିକ ଶୋ , ସଭା ମଧ୍ୟ ହେଇଥାଏ ।
ଷ୍ଟାଡିୟମରେ ରାତ୍ରିକାଳରେ ଖେଳିବା ପାଇଁ ଫ୍ଲୋଡ ଲାଇଟର ବ୍ୟବସ୍ଥା ମଧ୍ୟ ରହିଛି । ଏହାର ଏକ ମାଧ୍ୟମ ଧାରଣର ପାର୍କିଂ ସ୍ଥଳ ମଧ୍ୟ ରହିଛି ।
ଉପଲବ୍ଧ ସୁବିଧା ସମୂହ
- ପୂର୍ଣ ସକ୍ଷମ ଫ୍ଲୋଡ ଲାଇଟ
- ଡ୍ରେସିଂ ରୁମ, ଚେଙ୍ଗିଙ୍ଗ ରୁମ , ରେଫରିଙ୍କ ରୁମ , ପ୍ରଶାସନିକ ଭବନ
- ଗେଷ୍ଟ ହଉସ
- ମେଡ଼ିଆ କକ୍ଷ୍ୟ ସମସ୍ତ ସୁବିଧା ଥାଇ
- କୋନଫରେନ୍ସ ହଲ
- ଚିକିସ୍ଥା କକ୍ଷ୍ୟ
- ପାର୍କିଂ ସ୍ଥଳ
References
🔥 Top keywords: ପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀମନମୋହନ ସାମଲବିଶେଷ:ଖୋଜନ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଗୋପବନ୍ଧୁ ଦାସଓଡ଼ିଆ ଭାଷାରଜମଧୁସୂଦନ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରସାରଳା ଦାସବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନ୍ନାଥ ଦାସhjek3ମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅନନ୍ତ ପଟ୍ଟନାୟକଓଡ଼ିଶାକୁନ୍ତଳା କୁମାରୀ ସାବତମୁଦ୍ରା ଚିହ୍ନଭି. କାର୍ତ୍ତିକେୟ ପାଣ୍ଡିଆନwiki.phtmlପଠାଣି ସାମନ୍ତଲିଙ୍ଗରାଜ ମନ୍ଦିରମଧୁସୂଦନ ରାଓରାଧାନାଥ ରାୟଜଗନ୍ନାଥବିଶେଷ:ନଗଦବଦଳସଚ୍ଚିଦାନନ୍ଦ ରାଉତରାୟଭାରତସିକ୍ଲ ସେଲ୍ ରୋଗ