ଗପ ହେଲେ ବି ସତ

ପ୍ରଥମ ସମ୍ପୁର୍ଣ୍ଣ ରଙ୍ଗୀନ ଓଡ଼ିଆ କଥାଚିତ୍ର
(ଗପ ହେଲେବି ସତରୁ ଲେଉଟି ଆସିଛି)

ନଗେନ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥମ ସମ୍ପୁର୍ଣ୍ଣ ରଙ୍ଗୀନ[୨] ଓଡ଼ିଆ କଥାଚିତ୍ର ଗପ ହେଲେ ବି ସତ[୩] ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା । [୪]

ଗପ ହେଲେ ବି ସତ
ନିର୍ଦ୍ଦେଶକନଗେନ ରାୟ
ପ୍ରଯୋଜକସୁବିମଳ ଚନ୍ଦ୍ର ମଲିକ
ଚିତ୍ରନାଟ୍ୟପି. ଡ଼ି. ସେନୟ
କାହାଣୀବସନ୍ତ ମହାପାତ୍ର
କଳାକାରହରିଶ ମହାପାତ୍ର, ବନଜା ମହାନ୍ତି, ଦୁର୍ଲଭ, ସୁରେଶ ମହାପାତ୍ର
ସଙ୍ଗୀତଭୁବନେଶ୍ୱର ମିଶ୍ର, ହରିପ୍ରସାଦ ଚୌରାଶିଆ
ଚିତ୍ରଗ୍ରହଣସୁରେନ୍ଦ୍ର ସାହୁ
ସମ୍ପାଦକଜାଗ୍ରିତ୍ କାମ୍ବଲେ
ମୁକ୍ତିଲାଭ ତାରିଖ
୧୬ ଜୁଲାଇ ୧୯୭୬[୧]
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮ଲକ୍ଷ

ଅଭିନୟରେ

'ଗପ ହେଲେ ବି ସତ'ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୫]

ଗୀତ ଓ ସଂଗୀତ

ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ରହରିପ୍ରସାଦ ଚୌରାଶିଆ

ଗୀତଗୀତିକାରଗାୟକ/ ଗାୟିକା
"ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ"ଗୁରୁକୃଷ୍ଣ ଗୋସ୍ୱାମୀସୁମନ କଲ୍ୟାଣପୁର,[୧୦] ଅମିତ କୁମାର
"ଜୟ ଯଦୁ ନନ୍ଦନ ରାଧିକା ପ୍ରାଣ ଭଞ୍ଜନ ହେ"ଗୁରୁକୃଷ୍ଣ ଗୋସ୍ୱାମୀ
"ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ"ଗୁରୁକୃଷ୍ଣ ଗୋସ୍ୱାମୀ

ଆଧାର

ଅଧିକ ତଥ୍ୟ