କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଲୋକସଭା ନିର୍ବାଚନ ମଣ୍ଡଳୀ

କୋରାପୁଟ ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ ।
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥି ସପ୍ତଗିରି ଶଙ୍କର ଉଲ୍ଲାକା, ବିଜୁ ଜନତା ଦଳ ପ୍ରାର୍ଥିନୀ କୌଶଲ୍ୟା ହିକକାଙ୍କ ଠାରୁ ୧,୪୭,୭୪୪ ଖଣ୍ଡ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି। [୧] [୨]

କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ
ସାଂସଦ :ସପ୍ତଗିରି ଶଙ୍କର ଉଲ୍ଲାକା (କଂଗ୍ରେସ) (୨୦୨୪)
ଆରକ୍ଷଣ:ଅନୁସୂଚିତ ଜନଜାତି
ମତଦାତା ସଂଖ୍ୟା (୨୦୨୪):୧୬,୯୯,୪୪୮
ଜିଲ୍ଲା:କୋରାପୁଟ(ଆଂଶିକ)
ରାୟଗଡ଼ା
ବିଧାନସଭା ମଣ୍ଡଳୀ:
  1. ଗୁଣୁପୁର
  2. ବିଷମ କଟକ
  3. ରାୟଗଡ଼ା
  4. ଲକ୍ଷ୍ମୀପୁର
  5. ଜୟପୁର
  6. କୋରାପୁଟ
  7. ପଟ୍ଟାଙ୍ଗି

ନିର୍ବାଚିତ ସାଂସଦଗଣ

  • ୨୦୨୪: ସପ୍ତଗିରି ଶଙ୍କର ଉଲ୍ଲାକା (ଭାରତୀୟ ଜାତୀୟ କଂଗ୍ରେସ)
  • ୨୦୧୯: ସପ୍ତଗିରି ଶଙ୍କର ଉଲ୍ଲାକା (ଭାରତୀୟ ଜାତୀୟ କଂଗ୍ରେସ)[୩]
  • ୨୦୧୪: ଝିନ ହିକକା (ବିଜୁ ଜନତା ଦଳ)
  • ୨୦୦୯: ଜୟରାମ ପାଙ୍ଗି (ବିଜୁ ଜନତା ଦଳ)
  • ୨୦୦୪: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୯୯: ହେମା ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୯୮: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୯୬: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୯୧: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୮୯: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୮୪: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୮୦: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୭୭: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୭୭: ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୭୨(ଉପ): ଗିରିଧର ଗମାଙ୍ଗ (ଭାରତୀୟ ଜାତୀୟ କଂଗ୍ରେସ)
  • ୧୯୭୧: ଭାଗିରଥି ଗମାଙ୍ଗ (କଂଗ୍ରେସ)
  • ୧୯୬୭: ଭାଗିରଥି ଗମାଙ୍ଗ (କଂଗ୍ରେସ)
  • ୧୯୬୨: ରାମଚନ୍ଦ୍ର ଉଲ୍ଲାକା (କଂଗ୍ରେସ)
  • ୧୯୫୭ (କୋରାପୁଟ): ଜଗନ୍ନାଥ ରାଓ (କଂଗ୍ରେସ) ଏବଂ
    ଟି ସଙ୍ଗନ୍ନା (କଂଗ୍ରେସ)
  • ୧୯୫୨ (ରାୟଗଡ଼ା-ଫୁଲବାଣୀ): ଟି ସଙ୍ଗନ୍ନା (କଂଗ୍ରେସ)

ଆଉରି ଦେଖନ୍ତୁ

ଆଧାର