କେଉଁ ଦୁନିଆରୁ ଆସିଲ ବନ୍ଧୁ

୨୦୦୯ର ଓଡ଼ିଆ କଥାଚିତ୍ର

ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର କେଉଁ ଦୁନିଆରୁ ଆସିଲ ବନ୍ଧୁ ୨୦୦୯ ମସିହାରେ ମୁକ୍ତିଲାଭ କରିଥିଲା ।[୧]

କେଉଁ ଦୁନିଆରୁ ଆସିଲ ବନ୍ଧୁ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକବିଜୟ କୁମାର ପାତ୍ର
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସଞ୍ଜୟ ନାୟକ
ମୂଳ ଆଧାରପୃଥିବୀ ବାହାରେ ଥିବା ଦୁନିଆର ଲୋକ
କଳାକାରସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ବୁଦ୍ଧାଦିତ୍ୟ ମହାନ୍ତି, ବବ୍‌ଲି, ମିହିର ଦାସ, ବିରେନ୍ ମିଶ୍ର, ପୁଷ୍ପା ପଣ୍ଡା, ମୀନକେତନ, ଚନ୍ଦନ କର
ସଙ୍ଗୀତସନ୍ତିରାଜ ଖୋସ୍‌ଲା
ଚିତ୍ରଗ୍ରହଣରମଣି ରଞ୍ଜନ ଦାସ
ସମ୍ପାଦକସଞ୍ଜୟ ନାୟକ
ମୁକ୍ତିଲାଭ ତାରିଖ
୨୯ ଜୁନ୍ ୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟ

ଗୀତ ଓ ସଙ୍ଗୀତ

ଗୀତିକାର: ଶାନ୍ତିରାଜ ଖୋସ୍‌ଲା, ନିଜାମ[୬] ଓ ଏସ୍. ପି. ଭେଙ୍କଟେସ

ଆଧାର

ବାହାର ଆଧାର