କିଏସେ ଡାକୁଛି କୋଉଠି ମତେ

୨୦୧୧ର ଓଡ଼ିଆ କଥାଚିତ୍ର

ସୁଧାକର ବସନ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର କିଏସେ ଡାକୁଛି କୋଉଠି ମତେ ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।

କିଏସେ ଡାକୁଛି କୋଉଠି ମତେ
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକଅମିୟ ରଞ୍ଜନ ପଟ୍ଟନାୟକ[୧]
କଳାକାରଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ବିଜୟ ମହାନ୍ତି, ସୋମେଶ
ସଙ୍ଗୀତମଳୟ ମିଶ୍ର[୨]
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୧୧
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ

ଓଡ଼ିଆଚଳଚ୍ଚିତ୍ର ‘କିଏସେ ଡାକୁଛି କୋଉଠି ମତେ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର

ବାହାର ଆଧାର