କାଚଘର

୧୯୮୧ର ଓଡ଼ିଆ କଥାଚିତ୍ର

କାଚଘର ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲିଏ କାମିନୀ ତ୍ରିପାଠୀ ।[୩] ବସନ୍ତ ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ନିର୍ଦ୍ଦେଶକ ବ୍ୟୋମକେଶ ତ୍ରିପାଠୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

କାଚଘର
ନିର୍ଦ୍ଦେଶକବ୍ୟୋମକେଶ ତ୍ରିପାଠୀ
ଚିତ୍ରନାଟ୍ୟବସନ୍ତ ମହାପାତ୍ର[୧]
କାହାଣୀବ୍ୟୋମକେଶ ତ୍ରିପାଠୀ
କଳାକାରସୁରେଶ ମହାପାତ୍ର, ବିଜୟିନୀ ମିଶ୍ର, ସୂର୍ଯ୍ୟ ମିଶ୍ର, ଜ୍ୟୋତ୍ସ୍ନା
ସଙ୍ଗୀତଶାନ୍ତନୁ ମହାପାତ୍ର
ମୁକ୍ତିଲାଭ ତାରିଖ
୧୯୮୧
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୨୫ଲକ୍ଷ ୬୦ହଜାର

ଅଭିନୟରେ

ଓଡ଼ିଆ କଥାଚିତ୍ର ‘କାଚଘର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

  • ସୁରେଶ ମହାପାତ୍ର
  • ବିଜୟିନୀ ମିଶ୍ର[୪]
  • ସୂର୍ଯ୍ୟ ମିଶ୍ର
  • ଜ୍ୟୋତ୍ସ୍ନା
  • ରାଧା ପଣ୍ଡା
  • ପ୍ରେମାନନ୍ଦ


ଆଧାର

ବାହାର ଆଧାର

  • ଇଣ୍ଟରନେଟ ମୁଭି ଡାଟାବେସରେ କାଚଘର