କରଞ୍ଜିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

କରଞ୍ଜିଆ (କ୍ରମିକ ସଂଖ୍ୟା: ୩୦) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧]ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କରଞ୍ଜିଆ (ବି), କରଞ୍ଜିଆ ବ୍ଳକ, ଠାକୁରମୁଣ୍ଡା ବ୍ଳକ ଓ କପ୍ତିପଦା ବ୍ଳକର କିଛି ଅଂଶ ।[୨][୩]

କରଞ୍ଜିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୧,୬୫,୬୮୬
ଜିଲ୍ଲା:ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ:କେନ୍ଦୁଝର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ କୁମାର ନାଏକ ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ଜୋତ୍ସା ବନସିଂହଙ୍କଠାରୁ ୧୩୫୫୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ କୁମାର ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଯବମଣୀ ଟୁଡୁଙ୍କଠାରୁ ୨୧,୪୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, କରଞ୍ଜିଆ [୬]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
ବିଜଦବିଜୟ କୁମାର ନାୟକ୩୮,୯୩୪୩୭.୩୧-
କଂଗ୍ରେସଯବମଣୀ ଟୁଡୁ୧୭,୫୩୩୧୬.୮୦-
ଭାଜପାସୁମନ୍ତ୍ର ନାୟକ୧୬,୬୮୭୧୫.୯୯-
ସ୍ୱାଧୀନପଦ୍ମଚରଣ ହଇବୁରୁ୧୪,୫୯୭୧୩.୯୯-
ଝାମୁମୋଭୋଳାନାଥ ମାଝି୪,୫୩୫୪.୩୫-
ସ୍ୱାଧୀନବୈଦ୍ୟନାଥ ସିଂହ୩,୫୭୩୩.୪୨-
ବସପାକୃଷ୍ଣ ଚନ୍ଦ୍ର ନାୟକ୨,୧୯୨୨.୧୦-
ସମୃଦ୍ଧ ଓଡ଼ିଶା କଳାକାର ମଢ଼େଇ୧,୩୨୧୧.୨୭-
କଳିଙ୍ଗ ସେନାଭଗବାନ ସୋୟେ୧,୨୦୧୧.୧୫-
ସପାବସନ୍ତ ହେମ୍ବ୍ରମ୧,୦୯୦୧.୦୪-
ରାଷ୍ଟ୍ରବାଦୀ ସେନାସୁରଥ ନାୟକ୧,୦୩୮୦.୯୯-
ଭୋଟ ବ୍ୟବଧାନ୨୧,୪୦୧୨୦.୫୧*-
ମତଦାନ ହାର୧,୦୪,୫୨୭୬୮.୯୩-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୭ରୁ ୨୦୦୯ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର