କମଳଲୋଚନ ବରାଳ

ଓଡ଼ିଆ ଗାଳ୍ପିକ

କମଳଲୋଚନ ବରାଳ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଥିଲେ । ୧୯୬୫ ମସିହାରେ କ୍ଷୁଦ୍ରଗଳ୍ପ ପୁସ୍ତକ "ଆଦି ମାନବର ଇତିବୃତ୍ତ" ପାଇଁ ସେ ଏହି ପୁରସ୍କାର ପାଇଥିଲେ ।[୧]

କମଳଲୋଚନ ବରାଳ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୫

ରଚନାବଳୀ

  • ଆଦି ମାନବର ଇତିବୃତ୍ତ[୨]
  • ନେତାଜୀ ସୁଭାଷ (ଫ୍ରେଣ୍ଡସ ପବ୍ଲିସରସ)
  • ଛାୟା ମହଲ (ଫ୍ରେଣ୍ଡସ ପବ୍ଲିସରସ)
  • ସରସ କଥାମାଳା(ଜ୍ଞାନ ବିକାଶ ମନ୍ଦିର)
  • କବୀର ସାହେବ ଦୋହାବଳୀ (ଧର୍ମ ଗ୍ରନ୍ଥଷ୍ଟୋର)
  • ଏ ଦେଶର ଗାଉଁଲି ଗପ (ଇଉନାଇଟେଡ ବୁକ୍ ହାଉସ)
  • ଚମ୍ପାବତୀ (ଟିକି ଦୂନିଆ ପ୍ରକାଶନ)
  • ଟିକି ଦୁନିଆ ଶ୍ରେଷ୍ଠ କାହାଣୀ ସଂକଳନ (ସହ ଲେଖକ: ସୁଭାଷ ଚନ୍ଦ୍ର ମହାନ୍ତି; ଟିକି ଦୂନିଆ ପ୍ରକାଶନ)[୩]

ଆଧାର