କପାଳ ଲିଖନ

୧୯୯୨ର ଓଡ଼ିଆ କଥାଚିତ୍ର

ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ[୫] ନିର୍ମିତ ଓଡ଼ିଆ କଥାଚିତ୍ର କପାଳ ଲିଖନ ୧୯୯୨ ମସିହାରେ ମୁକ୍ତିଲାଭ କରିଥିଲା ।[୬][୭]

କପାଳ ଲିଖନ
ନିର୍ଦ୍ଦେଶକହର ପଟ୍ଟନାୟକ[୧]
ପ୍ରଯୋଜକଅଶୋକ କୁମାର ଲେଙ୍କା, ଜ୍ଞାନ ପଟ୍ଟନାୟକ
କାହାଣୀହର ପଟ୍ଟନାୟକ
କଳାକାରଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ଅଜିତ ଦାସ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଶାମ୍ବା
ସମ୍ପାଦକଦେବେନ ମିଶ୍ର[୨][୩]
ମୁକ୍ତିଲାଭ ତାରିଖ
୧୩ ଅଗଷ୍ଟ୧୯୯୨ [୪]
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ

ଓଡ଼ିଆ କଥାଚିତ୍ର ‘କପାଳ ଲିଖନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୫]

ଆଧାର

ବାହାର ଆଧାର