କଣ୍ଟେଇକୁଳିଆ

ଭାରତରେ ଗ୍ରାମ

କଣ୍ଟେଇକୁଳିଆ, ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୁଳ ଜିଲ୍ଲାର ଏକ ଗ୍ରାମ । .[୧]  ଏହି ଗ୍ରାମ ନିକଟରେ ଖାନ୍ଦାନଳ ନଦୀ ପ୍ରବାହିତ ହେଇଥାଏ । ଏହା ଘଞ୍ଚ ଅରଣ୍ୟରେ ଘେରା । ଏହି ଗ୍ରାମ ଦେଇ ଜାତୀୟ ରାଜପଥ 42 ଯାଇଛି । ଏହା ନିକଟତମ ସହର ବଇଣ୍ଡାଠାରୁ 6 କିଲୋମିଟର ଦୁରବର୍ତୀ । ଏହା ନିକଟରେ ବାମୁର ଜଙ୍ଗଲ ରେଞ୍ଜ ରହିଛି । [୨]ଏହି ଗ୍ରାମର ଆୟତନ 591 ବର୍ଗ କିଲୋମିଟର ଓ ଏଠାରେ ଥିବା ହିନ୍ଦୁ ମନ୍ଦିର ଭଗବାନ ଶିବଙ୍କ ଉପାସନା ପାଇଁ ରହିଛି ।[୩]

କଣ୍ଟେଇକୁଳିଆ
Kanteikulia
Village and panchayat
Country India
StateOdisha
DistrictAngul
TehsilKishorenagar
Languages
ଯାନବାହାନ ପଞ୍ଚୀକରଣOD-35 (before OD-19/OR-19)

ଏହି ଗ୍ରାମରେ ସ୍କୁଲ ଓ ଚିକିସ୍ଥାଳୟ ରହିଛି । 

ଜନସଂଖ୍ୟା

2011 ଜନଗଣନା ଅନୁସାରେ ଏହି ଗ୍ରାମର ଜନସଂଖ୍ୟା 375 ରହିଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 199 ଥିବା ବେଳେ ମହିଳା ସଂଖ୍ୟା 176 ରହିଥିଲା । [୪]

References