କଞ୍ଚନଜଙ୍ଘା ଷ୍ଟାଡିୟମ

କଞ୍ଚନଜଙ୍ଘା ଷ୍ଟାଡିୟମ, ଏକ ବହୁମୂଖୀ ଷ୍ଟାଡିୟମ ଓ ଏହା ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର ସିଲିଗୁଡିଠାରେ ଅବସ୍ଥିତ । ..[୩]ଏଠାରେ ମୁଖ୍ଯତଃ କ୍ରିକେଟ ଓ ଫୁଟବଲ ଖେଳ ଯାଇଥାଏ ଓ ଦରକାର ମୁତବକ ଅନନ୍ୟ କ୍ରୀଡ଼ା ପାଇଁ ବ୍ୟବହାର ହେଇଥାଏ । ଏହି ଷ୍ଟାଡିୟମ 1980 ମସିହାରେ ନିର୍ମିତ ହେଇଥିଲା ଓ ଏହାର ସ୍ଥାନ ସଂଖ୍ୟା 30,000 । [୧]  

Kanchenjunga Stadium, Siliguri
Kanchenjunga Krirangon
ଫାଇଲ:Kanchenjunga Stadium.jpg
Ground information
LocationSiliguri, West Bengal
Coordinates18°30′08″N 73°51′20″E / 18.50222°N 73.85556°E / 18.50222; 73.85556
Establishment1980s
Capacity30,000[୧][୨]
End names
Bidhan Road
Team information
Bengal(1969 – present)
Mohun Bagan AC, East Bengal FC(1975 – 2001)
As of 12 September 2012

ଜାନୁଆରୀ 2014 ମସିହାରେ ଏହାର ଉନ୍ନତିକରଣ ପାଇଁ 1.7 କୋଟି ତାଙ୍କର ଅଟାକଳ ମଞ୍ଜୁରୀ ପ୍ରାପ୍ତ ହୋଇଛି । [୪]

ରଣଜୀ ଟ୍ରଫି 

ଏହି ପଡିଆରେ 2010 ମସିହାରେ ପଶ୍ଚିମ ବଙ୍ଗ ଓ ପଞ୍ଜାବ ମଧ୍ୟରେ ପ୍ରଥମ କରି ରଣଜୀ ଟ୍ରଫି ମେଚ ହେବା ପରେ ଅଦ୍ୟାବଧି 11ଟି ମେଚ ହେଇ ସରିଲାଣି । 2012 ମସିହାରେ ଏଠାରେ ଫେଡେରେସନ କପ ମେଚ ସବୁ ହେଇଥିଲା । ଏଥିରେ ଦେଶର ସମସ୍ତ ପ୍ରମୁଖ ଫୁଟ ବଳ ଦଳ ଯୋଗ ଦେଇଥିଲେ । ଏଠାରେ ନିଜସ୍ୱ କ୍ରିକେଟ ଲିଗ ମଧ୍ୟ ହେଇଥାଏ । ସନ୍ତୋଷ ଟ୍ରଫି ପାଇଁ ଜାତୀୟ ଫୁଟବଲ ମେଚର ଫାଇନାଲ 2014 ମସିହାରେ ଏଠାରେ ହେଇଥିଲା ଓ ମିଜୋରାମ ଜିତିଥିଲା  । [୫]

ଆଧାର