ଏ ସଙ୍ଗ ଅଫ ଆଇସ ଆଣ୍ଡ ଫାୟାର

ଜର୍ଜ ଆର. ଆର. ମାର୍ଟିନଙ୍କଦ୍ୱାରା ଲିଖିତ ଏକ କାଳ୍ପନିକ ଉପନ୍ୟାସ

ଏ ସଙ୍ଗ ଅଫ ଆଇସ ଆଣ୍ଡ ଫାୟାର ହେଉଛି ଏକ କାଳ୍ପନିକ ଉପନ୍ୟାସ, ଯାହାକି ଜର୍ଜ ଆର. ଆର. ମାର୍ଟିନଙ୍କଦ୍ୱାରା ଲିଖିତ। ସେ ଏହି ଉପନ୍ୟାସର ସ୍କନ୍ଧ, ଗେମ ଅଫ ଥ୍ରୋନ୍ସ ୧୯୯୧ ମସିହାରେ ଲେଖିବା ପ୍ରାରମ୍ଭ କରିଥିଲେ, ଯାହାକି ୧୯୯୬ ମସିହାରେ ପ୍ରକାଶିତ ହୋଇଥିଲା।[୧] ଯଦିଓ ଏହା ତିନୋଟି ସ୍କନ୍ଧ ବିଶିଷ୍ଟ ଉପନ୍ୟାସ ହେବବୋଲି ପରିକଳ୍ପନା ହୋଇଥିଲା, ହେଲେ ସମୁଦାୟ ସାତୋଟି ସ୍କନ୍ଧ ହେବ ବୋଲି ପରେ ନିର୍ଦ୍ଧାରଣ କରାଗଲା। 2018 ମସିହା ସୁଦ୍ଧା ଲେଖକ ସାତୋଟି ମଧ୍ୟରୁ ପାଞ୍ଚଟି ସ୍କନ୍ଧ ଲେଖିସାରିଲେଣି। ପଞ୍ଚମ ସ୍କନ୍ଧ, ଏ ଡ୍ୟାନ୍ସ ୱିଥ୍ ଡ୍ରାଗନ୍ସ୍ ସେ ୨୦୧୧ ମସିହାରେ ଲେଖିଥିଲେ। ଏ ଡ୍ୟାନ୍ସ ୱିଥ୍ ଡ୍ରାଗନ୍ସ୍ ତାଙ୍କୁ ଲେଖିବାପାଇଁ ଛଅ ବର୍ଷ ଲାଗିଥିଲା। ବର୍ତ୍ତମାନ ସେ ତାଙ୍କର ଷଷ୍ଠ ସ୍କନ୍ଧ, ଦ ୱିନ୍ଡସ୍ ଅଫ୍ ୱିନ୍ଟ୍ର୍ ଲେଖିବାରେ ବ୍ୟସ୍ତ।[୨]

୨୦୧୧ ମସିହାରେ ଆମେରିକାର ଏକ ଟେଲିଭିଜନ ଉଦ୍ୟୋଗ ଏଚବିଓ ଏହି ଉପନ୍ୟାସ ଉପରେ ପୃଥିବୀ ପ୍ରସିଦ୍ଧ ଧାରାବାହିକ, ଗେମ ଅଫ ଥ୍ରୋନ୍ସ ନିର୍ମାଣ କରିବା ଆରମ୍ଭ କରିଥିଲା ।[୨]

A Song of Ice and Fire
A Song of Ice and Fire book collection box set cover.jpg
A Song of Ice and Fire book collection box set cover
  • A Game of Thrones (1996)
  • A Clash of Kings (1998)
  • A Storm of Swords (2000)
  • A Feast for Crows (2005)
  • A Dance with Dragons (2011)
  • The Winds of Winter (forthcoming)
  • A Dream of Spring (forthcoming)
ଲେଖକGeorge R. R. Martin
ଦେଶUnited States
ଭାଷାEnglish
ବିଭାବEpic fantasy
ପ୍ରକାଶକ
  • Bantam Books (US, Canada)
  • Voyager Books (UK, Australia)
ପ୍ରକାଶିତAugust 1996–present
ପ୍ରକାରPrint (hardback & paperback)
audiobook
ଛପା{{{printer}}}


ଆଧାର