ଋତୁରାଜ ମହାନ୍ତି

ଋତୁରାଜ ମହାନ୍ତି ଓଡ଼ିଶାରେ ଜନ୍ମିତ ଜଣେ ସୁଫି କଣ୍ଠଶିଳ୍ପୀ ।[୧] ସେ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ସଙ୍ଗୀତଭିତ୍ତିକ ରିଆଲିଟି ସୋ ଇଣ୍ଡିଅାସର ଷ୍ଟାର ପ୍ରତିଯୋଗିତାର ଜଣେ ଅଂଶଗ୍ରହଣକାରୀ ଓ ଏଥିରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲେ । ଋତୁରାଜ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ସ୍ଥାନରେ ରହିଥିଲେ । [୨]

ଋତୁରାଜ ମହାନ୍ତି
ଜନ୍ମବେଲପଡ଼ା, ନିମାପଡ଼ା, ପୁରୀ ଜିଲ୍ଲା
ପେଷାକଣ୍ଠଶିଳ୍ପୀ

ଜୀବନୀ

ପରିବାର

ଋତୁରାଜଙ୍କ ଘର ପୁରୀ ଜିଲ୍ଲାର ନିମାପଡ଼ା ପଞ୍ଚାୟତ ସମିତିର ବାହରଣା ପଞ୍ଚାୟତର ବେଲପଡ଼ା ଗ୍ରାମରେ । ତାଙ୍କ ବାପାଙ୍କ ନାମ ଚକ୍ରଧର ମହାନ୍ତି ଓ ମା'ଙ୍କ ନାମ ପ୍ରଭାତୀ ମହାନ୍ତି ।[୨]

ଶିକ୍ଷା

ଋତୁରାଜ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସଙ୍ଗୀତ ପଠନ କରିଥିଲେ ।[୨]

ଆଧାର