ଉମରକୋଟ

ଉମରକୋଟ ନବରଙ୍ଗପୁର ଜିଲ୍ଲାର ଏକ ସହର । ଏହା ଅମରକୋଟ ନାମରେ ମଧ୍ୟ ପରିଚିତ । ଏହା ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ନବରଙ୍ଗପୁର ଜିଲ୍ଲାର ଏକ ମୂଖ୍ୟ ବ୍ୟାବସାୟିକ କେନ୍ଦ୍ର।

ଉମରକୋଟ
—  ସହର  —
ଉମରକୋଟ
ଉମରକୋଟର ଅବସ୍ଥାନ
Orissa
ଦିଗବାରେଣି19°39′54″N 82°12′43″E / 19.665°N 82.212°E / 19.665; 82.212
ଦେଶଭାରତ
ରାଜ୍ୟOrissa
ଭାରତର ଜିଲାସବୁନବରଙ୍ଗପୁର
ବିଧାୟକସୁବାସ ଗନ୍ଡ ବିଜେଡି
ଲୋକସଂଖ୍ୟା

• ଘନତା

୨୭,୮୬୪ (2011)

192/km2 (497/sq mi)

ପୁରୁଷ-ନାରୀ ଅନୁପାତ972 ♂/♀
ସମୟ ଜୋନଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

• ସମୁଦ୍ର ପତ୍ତନଠାରୁ ଉଚ୍ଚତା

30 square kilometres (12 sq mi)

615.69 metres (2,020.0 ft)

କୋଡ଼
  • ପିନକୋଡ଼• 764073
    • ଟେଲିଫୋନ• +91 6866
    • ଗାଡ଼ି• OR 24 (OD 24 ପ୍ରସ୍ତାବିତ)
ବେବସାଇଟhttp://nabarangpur.nic.in

ଭୂଗୋଳ

ଉମରକୋଟ ନବରଙ୍ଗପୁର ଜିଲ୍ଲାର ଉତ୍ତର ଦିଗରେ ଛତିଶଗଡ଼ ରାଜ୍ୟର ସୀମାରେ ଅବସ୍ଥିତ । ଜିଲ୍ଲା ସଦର ମହକୁମାଠାରୁ ଉମରକୋଟର ଦୂରତା ୬୨ କି.ମି.। ପାପଡ଼ାହାଣ୍ଡିରୁ ୨୦୧ ନମ୍ବର ଜାତୀୟ ରାଜପଥରୁ ବାମ ଆଡ଼କୁ ଛତିଶଗଡ଼ ସୀମା ଦିଗକୁ ୫୦ କିମି.ଗଲେ ଉମରକୋଟ ଅବସ୍ଥିତ । ୨୦୧୧ ଜନଗଣନା ଅନୁସାରେ ଉମରକୋଟ ସହରର ଜନସଂଖ୍ୟା ୨୭,୮୬୪ , ଏଥିରୁ ୫୧% ପୁରୁଷ ଏବଂ ୪୯% ମହିଳା । ହାରାହାରି ସାକ୍ଷରତା ପ୍ରାୟ ୬୦ ପ୍ରତିଶତ,ଯାହାକି ଜାତୀୟ ହାରାହାରି ସାକ୍ଷରତା ୫୯.୫%ଠାରୁ ଅଧିକ ।

ଇତିହାସ

ପର୍ଯ୍ୟଟନ

ଆଧାର