ଇନ୍ଦ୍ରଧନୁର ଛାଇ

୧୯୯୩ର ଓଡ଼ିଆ କଥାଚିତ୍ର

ସୁଶାନ୍ତ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଇନ୍ଦ୍ରଧନୁର ଛାଇ ୧୯୯୩ ମସିହାରେ ମୁକ୍ତିଲାଭ କରିଥିଲା ।[୩] ଏହି ଚଳଚ୍ଚିତ୍ରଟିର ଜାତୀୟ ସ୍ତରରେ ସ୍ୱତନ୍ତ୍ର ସମ୍ମାନ ପାଇଥିଲା ଏବଂ ସୋଭିଏତ ରୁଷ୍‌ର 'ସୂଚୀ ପିଲ୍ମୋତ୍ସବ'ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିଲା ।[୪][୫]

ଇନ୍ଦ୍ରଧନୁର ଛାଇ
ନିର୍ଦ୍ଦେଶକସୁଶାନ୍ତ ମିଶ୍ର[୧]
ପ୍ରଯୋଜକଯୁଗଳ ଦେବତା
ସଂଳାପଦେବଦାସ ଛୋଟରାୟ[୨]
ଚିତ୍ରନାଟ୍ୟସୁଶାନ୍ତ ମିଶ୍ର
କାହାଣୀସୁଶାନ୍ତ ମିଶ୍ର
କଳାକାରଅଞ୍ଜନା ଚୌଧୁରୀ
ଦେବ ଦାସ
ବିଜୟିନୀ ମିଶ୍ର
ରବିନ ଦାସ
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣଯୁଗଳ ଦେବତା
ସମ୍ପାଦକଚକ୍ରଧର ସାହୁ
ମୁକ୍ତିଲାଭ ତାରିଖ
୧୯୯୩
ଦେଶ ଭାରତ
ଭାଷାଓଡ଼ିଆ

ଅଞ୍ଜନା ଚୌଧୁରୀ, ଦେବ ଦାଶ, ବିଜୟିନୀ ମିଶ୍ର, ରବିନ ଦାସ, ସୂର୍ଯ୍ୟ ମହାନ୍ତି, ସୋନିଆ ମହାପାତ୍ର, ମୁକ୍ତାବାଳା ରାଉତରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଓ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।

ସମ୍ମାନ ଓ ପୁରସ୍କାର

  • ଗ୍ରାଣ୍ଡ ପ୍ରିକ୍ସ ସମ୍ମାନ (ସୋଚି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ, ମସ୍କୋ) - ୧୯୯୦[୯]
  • କାନ୍ସ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ[୧୦]

ଆଧାର

ବାହାର ଆଧାର