ଆଳି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଆଳି (କ୍ରମିକ ସଂଖ୍ୟା: ୯୮) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧]

ଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୨,୪୩,୨୪୭
ଜିଲ୍ଲା:କେନ୍ଦ୍ରାପଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ:କେନ୍ଦ୍ରାପଡ଼ା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:୬୧ (ଆଳି:୩୨, ରାଜକନିକା:୨୯)
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆଳି ବ୍ଳକ ଓ ରାଜକନିକା ବ୍ଳକ ।[୨][୩]

ଗତ ୨୦୧୯ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରତାପ କେଶରୀ ଦେବ, କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମାଙ୍କଠାରୁ ୫୫,୬୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

ଗତ ୨୦୧୪ ବିଧାନ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା, ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରତାପ କେଶରି ଦେବଙ୍କଠାରୁ ୩୫୦୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଆଳି [୬]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
ବିଜଦପ୍ରତାପ କେଶରୀ ଦେବ୭୨,୦୧୨୫୦.୦୦-
କଂଗ୍ରେସଦେବେନ୍ଦ୍ର ଶର୍ମା୬୬,୧୩୫୪୫.୯୨-
ଭାଜପାବ୍ରଜ ସୁନ୍ଦର ଭୂୟାଁ୩,୩୫୮୨.୩୩-
ସିପିଆଇ(ମାଲେ) ଲିବରେସନବିଧାନ ଚନ୍ଦ୍ର ଦାସ୯୩୦୦.୬୫-
ବସପାଅକ୍ଷୟ କୁମାର ମଲ୍ଲିକ୮୪୨୦.୫୮-
ସମୃଦ୍ଧ ଓଡ଼ିଶା ପ୍ରଭାତୀ ସାହୁ୪୦୯୦.୨୮-
ଆରପିଆଇ (ଆ)ପ୍ରଶାନ୍ତ କୁମାର ନାୟକ୩୪୪୦.୨୪-
ଭୋଟ ବ୍ୟବଧାନ୫,୮୭୭୪.୦୮*-
ମତଦାନ ହାର୧,୪୪,୦୬୨୬୩.୧୧-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର

ବାହାର ତଥ୍ୟ