ଆର୍ଯ୍ୟ ଯଜ୍ଞଦତ୍ତ
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
ଆର୍ଯ୍ୟ ଯଜ୍ଞଦତ୍ତ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ । ତାଙ୍କର ଜଣାଶୁଣା ରଚନାବଳୀ ମଧ୍ୟରେ ଏକଲବ୍ୟର ସ୍ୱର, ପାପୁଲିର ପଦ୍ମ, ଫୁଲକୁଣ୍ଡରେ ପକ୍ଷୀ ଘର, ଡେଣା ଓ ଅନ୍ୟାନ୍ୟ ଗଳ୍ପ ଆଦି ଅନ୍ୟତମ । ସେ ଓଡ଼ିଆ ଲେଖିକା ଗାୟତ୍ରୀ ଆର୍ଯ୍ୟଙ୍କ ସହ ବିବାହିତ ।[୧]
ରଚନାବଳୀ
- ଆର୍ଯ୍ୟ, ଯଜ୍ଞଦତ୍ତ (1998). ଏକଲବ୍ୟର ସ୍ୱର. କଟକ: ଫ୍ରେଣ୍ଡସ୍ ପବ୍ଲିସର୍ସ.
- ଆର୍ଯ୍ୟ, ଯଜ୍ଞଦତ୍ତ (1998). ପାପୁଲିର ପଦ୍ମ. କଟକ: ଅଗ୍ରଦୂତ ପବ୍ଲିସର୍ସ.
- ଆର୍ଯ୍ୟ, ଯଜ୍ଞଦତ୍ତ (2005). ଡେଣା ଓ ଅନ୍ୟାନ୍ୟ ଗଳ୍ପ. କଟକ: ଅଗ୍ରଦୂତ.
- ଆର୍ଯ୍ୟ, ଯଜ୍ଞଦତ୍ତ (1998). ଫୁଲକୁଣ୍ଡରେ ପକ୍ଷୀ ଘର. କଟକ: ଫ୍ରେଣ୍ଡସ୍ ପବ୍ଲିସର୍ସ.
ଆଧାର
ବାହାର ଲିଙ୍କ
🔥 Top keywords: ପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀମନମୋହନ ସାମଲବିଶେଷ:ଖୋଜନ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଗୋପବନ୍ଧୁ ଦାସଓଡ଼ିଆ ଭାଷାରଜମଧୁସୂଦନ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରସାରଳା ଦାସବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନ୍ନାଥ ଦାସhjek3ମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅନନ୍ତ ପଟ୍ଟନାୟକଓଡ଼ିଶାକୁନ୍ତଳା କୁମାରୀ ସାବତମୁଦ୍ରା ଚିହ୍ନଭି. କାର୍ତ୍ତିକେୟ ପାଣ୍ଡିଆନwiki.phtmlପଠାଣି ସାମନ୍ତଲିଙ୍ଗରାଜ ମନ୍ଦିରମଧୁସୂଦନ ରାଓରାଧାନାଥ ରାୟଜଗନ୍ନାଥବିଶେଷ:ନଗଦବଦଳସଚ୍ଚିଦାନନ୍ଦ ରାଉତରାୟଭାରତସିକ୍ଲ ସେଲ୍ ରୋଗ