ଆମରି ଗାଁ ଝୁଅ

୧୯୫୩ର ଓଡ଼ିଆ କଥାଚିତ୍ର

ବିନୟ ବାନାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଆମରି ଗାଁ ଝୁଅ[୧] ୧୯୫୩ ମସିହାରେ ମୁକ୍ତିଲାଭ କରିଥିଲା ।

ଆମରି ଗାଁ ଝୁଅ
ନିର୍ଦ୍ଦେଶକବିନୟ ବାନାର୍ଜି
ପ୍ରଯୋଜକନରେନ୍ଦ୍ର କୁମାର ମିତ୍ର
କଳାକାରଗୌର ଘୋଷ, ଚପଳା ନାୟକ, ଗୋପାଳ ବାନାର୍ଜୀ
ମୁକ୍ତିଲାଭ ତାରିଖ
୧୯୫୩
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୬୫,୦୦୦

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ଆମରି ଗାଁ ଝୁଅ’ରେ ଅଭିନୟ କରିଥିବା କଳାକାର ହେଲେ:[୨]

ଆଧାର

ଅଧିକ ତଥ୍ୟ