ଆନନ୍ଦ ଶଙ୍କର ଦାସ

ଭାରତୀୟ ଓଡ଼ିଆ ସାହିତ୍ୟିକ

ଆନନ୍ଦ ଶଙ୍କର ଦାସ ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର, ଯିଏକି ୧୯୮୧ ମସିହାରେ ତାଙ୍କ ରଚିତ ପୁସ୍ତକ ଧର୍ମାର ଅଭିଶାପ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]

ଆନନ୍ଦ ଶଙ୍କର ଦାସ
ବୃତ୍ତି
  • ଲେଖକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୧୯୮୧

ଜୀବନୀ

ଆନନ୍ଦ ଶଙ୍କର ଦାସ ମୟୂରଭଞ୍ଜ ଜିଲ୍ଲାବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ ।[୨]

ରଚନାବଳୀ

ବର୍ଷବହିର ନାମପ୍ରକାରପ୍ରକାଶକ
୧୯୭୮ଧର୍ମାର ଅଭିଶାପନାଟକ, ସାମାଜିକଗ୍ରନ୍ଥ ମନ୍ଦିର, ବ୍ରହ୍ମପୁର
୧୯୭୮ଲୁହା ଶିକୁଳୀନାଟକ, ସାମାଜିକ, ଜେଲ୍ ସଂସ୍କାରକଳିଙ୍ଗ ଗ୍ରନ୍ଥ ମନ୍ଦିର, କଟକ

ସମ୍ମାନ ଓ ପୁରସ୍କାର

ଆଧାର