ଆଟୋଗେପାଣ୍ଟ
ଆଟୋଗେପାଣ୍ଟ, କୁଲିପଟା ବେପାର ନାମ, ହେଉଛି ଏକ ଔଷଧ ଯାହା ଅଧକପାଳି ରୋଗକୁ ପ୍ରତିରୋଧ କରିବା ପାଇଁ ବ୍ୟବହୃତ ହୁଏ ।[୧] ଏହାକୁ ଦିନକୁ ଥରେ ପାଟିରେ ଦିଆଯାଏ ।[୧] କୌଣସି ଔଷଧର ଅତ୍ୟଧିକ ବ୍ୟବହାର ଜନିତ ମୁଣ୍ଡବିନ୍ଧାରେ ଏହି ଔଷଧ ଫଳପ୍ରଦ ହୁଏ ନାହିଁ ।[୨]
![]() | |
Clinical data | |
---|---|
Trade names | Qulipta |
Synonyms | AGN-241689, MK-8031 |
AHFS/Drugs.com | monograph |
data |
|
Routes of administration | By mouth |
Legal status | |
Legal status |
|
Identifiers | |
IUPAC name
| |
Chemical and physical data | |
Formula | C29H23F6N5O3 |
Molar mass | ୬୦୩.୫୩ g·mol−1 |
3D model (JSmol) | |
SMILES
| |
InChI
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, କୋଷ୍ଠକାଠିନ୍ୟ ଏବଂ ଥକାପଣ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । [୧] ଯକୃତ ଜନିତ ସମସ୍ୟା ଥିବା ଲୋକମାନେ ଏହାକୁ ଗ୍ରହଣ କରିବା ଉଚିତ୍ ନୁହେଁ ।[୧] ଏହା ଏକ କ୍ୟାଲସିଟୋନିନ ଉତ୍ପାଦିତ ପେପ୍ଟାଇଡ ରିସେପ୍ଟର ବିରୋଧୀ, ବିଶେଷ ଭାବରେ ଏକ ଜିପାଣ୍ଟ । [୧] [୩]
୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଆଟୋଗେପାଣ୍ଟ ଅନୁମୋଦିତ ହୋଇଥିଲା ।[୧] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ହୋଇନାହିଁ ।[୪] ଯୁକ୍ତରାଷ୍ଟ୍ରରେ ମାସକୁ ଏହି ଔଷଧ ବାବଦ ପ୍ରାୟ ୧୦୦୦ ଡଲାର ଖର୍ଚ୍ଚ ହୋଇଥାଏ । [୫]
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀମନମୋହନ ସାମଲବିଶେଷ:ଖୋଜନ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଗୋପବନ୍ଧୁ ଦାସଓଡ଼ିଆ ଭାଷାରଜମଧୁସୂଦନ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରସାରଳା ଦାସବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନ୍ନାଥ ଦାସhjek3ମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅନନ୍ତ ପଟ୍ଟନାୟକଓଡ଼ିଶାକୁନ୍ତଳା କୁମାରୀ ସାବତମୁଦ୍ରା ଚିହ୍ନଭି. କାର୍ତ୍ତିକେୟ ପାଣ୍ଡିଆନwiki.phtmlପଠାଣି ସାମନ୍ତଲିଙ୍ଗରାଜ ମନ୍ଦିରମଧୁସୂଦନ ରାଓରାଧାନାଥ ରାୟଜଗନ୍ନାଥବିଶେଷ:ନଗଦବଦଳସଚ୍ଚିଦାନନ୍ଦ ରାଉତରାୟଭାରତସିକ୍ଲ ସେଲ୍ ରୋଗ