ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର, କଟକ

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର କଟକରେ ଅବସ୍ଥିତ ଏକ କର୍କଟ ରୋଗ ଚିକିତ୍ସା ହାସପାତାଳ ।[୧] ଏହା ଭାରତରେ ଥିବା ୨୫ଟି ସ୍ୱୀକୃତିପ୍ରାପ୍ତ ଆଞ୍ଚଳିକ କର୍କଟ ସେବା କେନ୍ଦ୍ର ମଧ୍ୟରୁ ଅନ୍ୟତମ ।[୨] ୨ ଫେବୃଆରୀ ୧୯୮୧ରେ SCB ମେଡିକାଲ୍‌ କଲେଜର ରେଡିଓଥେରାପି ବିଭାଗ ଭାବେ ପ୍ରତିଷ୍ଠିତ ହେବାପରେ ଏହା ୨୪ ଅପ୍ରେଲ ୧୯୮୪ରୁ ଏକ ସ୍ୱୟଂଶାସିତ ସଂସ୍ଥାରୁପେ କାର୍ଯ୍ୟ କରି ଆସୁଅଛି ଏହା ଓଡ଼ିଶା ସରକାରଙ୍କ ପରିଚାଳିତ ଏକମାତ୍ର କର୍କଟ ସେବା କେନ୍ଦ୍ର ।[୩]

ଇତିହାସ

ଆଧାର

ଅଧିକ ତଥ୍ୟ