ଅରୁଣ ମହାନ୍ତି |
---|
ଜନ୍ମ | ଅରୁଣ ମହାନ୍ତି
|
---|
ବୃତ୍ତିସମୂହ | - ଚଳଚ୍ଚିତ୍ର ନିର୍ମାତା
- ନିର୍ଦ୍ଦେଶକ
- କାହାଣୀକାର
- ଚିତ୍ରନାଟ୍ୟ ଲେଖକ
- ସଂଳାପକାର
- ଗୀତିକାର
- ସଙ୍ଗୀତ ନିର୍ଦ୍ଦେଶକ
|
---|
ସକ୍ରିୟ ବର୍ଷ | ୧୯୮୮ରୁ-ଏବେଯାଏଁ |
---|
ଅରୁଣ ମହାନ୍ତି, ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ[୧], କାହାଣୀକାର, ଚିତ୍ରନାଟ୍ୟ ଲେଖକ, ସଂଳାପକାର, ଗୀତିକାର ଏବଂ ସଙ୍ଗୀତକାର ।[୨] ସେ ୧୯୮୮ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କନ୍ୟାଦାନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୩][୪] ଏହାପରେ ସେ ଘର ମୋର ସ୍ୱର୍ଗ, ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର, କଥା କହିବ ମୋ ମଥା ସିନ୍ଦୂର, ପୁଅ ଭାଙ୍ଗିଦେଲା ସୁନା ସଂସାର, ପ୍ରେମ ସବୁଠୁ ବଳବାନ ଆଦି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।[୫][୬][୭]
ପ୍ରାରମ୍ଭିକ ଜୀବନ
କଥାଚିତ୍ର ଜୀବନ
ଅରୁଣ ୧୯୮୮ ମସିହରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର କନ୍ୟାଦାନର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ଗୀତ[୮], ସଙ୍ଗୀତ ନିର୍ଦ୍ଦେଶନା ସହ ପ୍ରଯୋଜନା ମଧ୍ୟ ସେ ନିଜେ କରିଥିଲେ ।
ନିର୍ଦ୍ଦେଶନା
ପ୍ରଯୋଜନା
ସଙ୍ଗୀତ ନିର୍ଦ୍ଦେଶନା
ଗୀତିକାର
କାହାଣୀ
ଆଧାର
ବାହାର ଆଧାର
ଇଣ୍ଟରନେଟ ମୁଭି ଡାଟାବେସରେ ଅରୁଣ ମହାନ୍ତି