ଅଭିମାନ

୧୯୭୭ର ଓଡ଼ିଆ କଥାଚିତ୍ର

ସାଧୁ ମେହେରଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ ଓଡ଼ିଆ କଥାଚିତ୍ର ଅଭିମାନ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା ।[୨][୩] ନିର୍ଦ୍ଦେଶକ ଭାବରେ ସାଧୁ ମେହେର[୪] ଓ ଅଭିନେତା ଭାବେ ଉତ୍ତମ ମହାନ୍ତିଙ୍କର ଏହା ଥିଲା ପ୍ରଥମ ଓଡ଼ିଆ କଥାଚିତ୍ର ।[୫][୬]

ଅଭିମାନ
ନିର୍ଦ୍ଦେଶକସାଧୁ ମେହେର
ଚିତ୍ରନାଟ୍ୟସାଧୁ ମେହେର
କାହାଣୀଆନନ୍ଦ ଶଙ୍କର ଦାସ
କଳାକାରଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଶରତ ପୂଜାରୀ, ଅଜିତ ଦାସ
ସଙ୍ଗୀତରାଧାକୃଷ୍ଣ ଭଞ୍ଜ, ସରୋଜ ପଟ୍ଟନାୟକ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୨୭ ମଇ ୧୯୭୭
ଦେଶଭାରତ
ଭାଷାଓଡ଼ିଆ

ଅଭିନୟ

ଗୀତ ଓ ସଙ୍ଗୀତ

ଗୀତ

  • କାହିଁ ଗଲେ ବନ୍ଧୁରେ
  • ଭଷା ମେଘ ମୁଁ ଯେ ଭାସିଯଏ ଦୂରେ
  • ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ

ଆଧାର

ବାହାର ଆଧାର