ଅପୂର୍ବ କିଶୋର ବୀର
ଭାରତୀୟ ସିନେମାଟୋଗ୍ରାଫର ଓ ନିର୍ଦ୍ଦେଶକ
ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ତଥା ବାଲେଶ୍ୱରସ୍ଥ ଫକିରମୋହନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ଓ ହେମଲତା ବୀରଙ୍କ କନିଷ୍ଠ ସନ୍ତାନ ଅପୂର୍ବ କିଶୋର ବୀର । ଏ.କେ. ବୀର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳ ନିର୍ଦ୍ଦେଶକ, ଚିତ୍ରୋତ୍ତଳକ (ସିନେମାଟୋଗ୍ରାଫର) ଏବଂ କାହାଣୀକାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ତିନିଶହରୁ ଉର୍ଦ୍ଧ୍ୱ ସଂକ୍ଷିପ୍ତ କଥାଚିତ୍ର ସହ ପ୍ରାୟ ୫୦ଟି ପ୍ରାମାଣିକ ଚିତ୍ରର ସଫଳ ଚିତ୍ରୋତ୍ତଳକ ଶ୍ରୀବୀରଙ୍କୁ ନିର୍ଦ୍ଦେଶନା ପାଇଁ ମଧ୍ୟ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ମିଳିଛି ।
ଅପୂର୍ବ କିଶୋର ବୀର | |
---|---|
ଜନ୍ମ | ୧୯୪୮ [୧] |
ବୃତ୍ତି(ସମୂହ) | ନିର୍ଦ୍ଦେଶକ, ଚିତ୍ରୋତ୍ତଳକ |
ସକ୍ରିୟ ବର୍ଷ | ୧୯୭୩-ଏବେଯାଏଁ |
ବୈବାହିକ-ସାଥୀ | ପ୍ରତିଭା, |
ଅପୂର୍ବ କିଶୋର ବୀର ପ୍ରଥମ ଓଡ଼ିଆ ଭାବେ ପୁନେର ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଚିତ୍ରୋତ୍ତଳନ ପ୍ରଶିକ୍ଷଣ ପାଇଁ ୧୯୬୯ ମସିହାରେ ନାମ ଲେଖାଇଥିଲେ । ୧୯୭୩ମସିହାରେ ପ୍ରଥମ କରି ଫିଚର ଫିଲ୍ମରେ ଚିତ୍ରୋତ୍ତଳନ କରିବାର ସୁଯୋଗ ପାଇଥିଲେ ।
କଥାଚିତ୍ରରେ ଭୂମିକା
ଚିତ୍ରୋତ୍ତଳକ ଭାବରେ
- ଆଦିମିମାଂସା
- ୨୭ଡାଉନ
- ଦାସୀ
- ବର୍ନ ଇକ୍ୱାଲ
- ନୋ ସ୍ମୋକିଙ୍ଗ
- ଗାନ୍ଧୀ
- ଅର୍ବାନ ଅକ୍ସ
- ଜୀଅନ୍ତା ଭୂତ
ନିର୍ଦ୍ଦେଶକ ଭାବରେ
- ଲାବଣ୍ୟପ୍ରୀତି
- ଆଦିମୀମାଂସା (ଜାତୀୟ ସଂପ୍ରୀତି ପାଇଁ ଶ୍ରେଷ୍ଠ ଜାତୀୟ ଚଳଚ୍ଚିତ୍ର ଭାବେ ରୌପ୍ୟକମଳ, ଶ୍ରେଷ୍ଠ ଚିତ୍ରୋତ୍ତଳକ ଭାବେ ଶ୍ରୀବୀରଙ୍କୁ ରୌପ୍ୟକମଳ)
- ଆରଣ୍ୟକ
- ଶେଷଦୃଷ୍ଟି
- ମିଳନ
- ବାଜା
- ଡେଜର୍ଟ କିଙ୍ଗ
- ପୂରବ ସେ ସୂରଜ ଉଗା
ପଦବୀ ଓ ସମ୍ମାନ
- ପଦ୍ମଶ୍ରୀ, ୨୦୧୩ [୨]
- ଜୟଦେବ ସମ୍ମାନ, ୨୦୧୦
- ଅତିଥି ପ୍ରାଧ୍ୟାପକ, ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁନେ ଓ ଏସ.ଏଫ.ଟି.ଆଇ, କଲିକତା
- ଅଧ୍ୟକ୍ଷ, ବୈଷୟିକ ବିଭାଗ, ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ (୨୦୦୭ଠାରୁ ୨୦୧୦)
- ଅଧ୍ୟକ୍ଷ, ଅଣଫିଚର ବିଭାଗ ବିଚାରକ ମଣ୍ଡଳୀ, ୨୦୦୫ ଜାତୀୟ ଚଳଚ୍ଚିତ୍ର ଉତ୍ସବ
ଆଧାର
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ଅପୂର୍ବ କିଶୋର ବୀର
- Apurba Kishore Bir
🔥 Top keywords: ପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀମନମୋହନ ସାମଲବିଶେଷ:ଖୋଜନ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଗୋପବନ୍ଧୁ ଦାସଓଡ଼ିଆ ଭାଷାରଜମଧୁସୂଦନ ଦାସଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରସାରଳା ଦାସବନ୍ଦେ ଉତ୍କଳ ଜନନୀକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନ୍ନାଥ ଦାସhjek3ମହାତ୍ମା ଗାନ୍ଧୀଦ୍ୱିତୀୟ ବିଶ୍ୱଯୁଦ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉପେନ୍ଦ୍ର ଭଞ୍ଜଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅନନ୍ତ ପଟ୍ଟନାୟକଓଡ଼ିଶାକୁନ୍ତଳା କୁମାରୀ ସାବତମୁଦ୍ରା ଚିହ୍ନଭି. କାର୍ତ୍ତିକେୟ ପାଣ୍ଡିଆନwiki.phtmlପଠାଣି ସାମନ୍ତଲିଙ୍ଗରାଜ ମନ୍ଦିରମଧୁସୂଦନ ରାଓରାଧାନାଥ ରାୟଜଗନ୍ନାଥବିଶେଷ:ନଗଦବଦଳସଚ୍ଚିଦାନନ୍ଦ ରାଉତରାୟଭାରତସିକ୍ଲ ସେଲ୍ ରୋଗ