ଅଚ୍ୟୁତାନନ୍ଦ ପ‌ତି

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଅଚ୍ୟୁତାନନ୍ଦ ପ‌ତି (୨୬ ଜୁନ ୧୯୨୭)[୧]ଜଣେ ଓଡ଼ିଆ ସାହିତ୍ୟିକ ।[୨] ଗଳ୍ପପୁସ୍ତକ ସିକ୍ତ ସୈକତ, ଅଶୁଭ ପୁତ୍ରର କାହାଣୀ ଓ କାହାଣୀ ନୁହେଁ କାବ୍ୟ ଆଦି ତାଙ୍କର ଜନପ୍ରିୟ ସାହିତ୍ୟ କୃତି । ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ନିମନ୍ତେ ସେ ଅନେକ ପୁରସ୍କାରରେ ଭୂଷିତ । ୨୦୦୮ରେ ତାଙ୍କ ରଚିତ 'ଚା'ରୁ ଚୈତନ୍ୟ (ଗଳ୍ପ)ନିମନ୍ତେ ତାଙ୍କୁ ୨୦୧୩ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି ।[୩][୪][୫]

ଅଚ୍ୟୁତାନନ୍ଦ ପ‌ତି
ଜନ୍ମ ଓ ଜନ୍ମସ୍ଥାନ (1927-06-26) ୨୬ ଜୁନ ୧୯୨୭ (ବୟସ ୯୭)
ନରହରିପୁର, କୋଦଣ୍ଡପୁର, ଯାଜପୁର ଜିଲ୍ଲା
ଭାଷାଓଡ଼ିଆ
ସାହିତ୍ୟ କୃତି'ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ
ସିକ୍ତ ସୈକତ
ଅଶୁଭ ପୁତ୍ରର କାହାଣୀ
କାହାଣୀ ନୁହେଁ କାବ୍ୟ
ପୁରସ୍କାରଶାରଳା ପୁରସ୍କାର, ୨୦୧୩
ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ୨୦୦୨

ରଚନାବଳୀ

ଗଳ୍ପ

  • କାହାଣୀ ନୁହେଁ କାବ୍ୟ (୧୯୫୧)
  • ଅଶୁଭ ପୁତ୍ରର କାହାଣୀ (୧୯୭୩)
  • ଉଗ୍ରସେନ ଉବାଚ (୧୯୭୬)
  • ସ୍ନାୟୁ ଓ ସନ୍ୟାସୀ (୧୯୮୧)
  • ଚାରି ସଙ୍ଗାତ କଥା (୧୯୮୩)
  • 'ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ (୨୦୦୮)
  • ସିକ୍ତ ସୈକତ

ପୁରସ୍କାର ଓ ସମ୍ମାନ

ଆଧାର