ଅଗ୍ନି ବୀଣା

୧୯୯୦ର ଓଡ଼ିଆ କଥାଚିତ୍ର

ଅଗ୍ନି ବୀଣା ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ମନମୋହନ ମହାପାତ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ଅସୀମ ବସୁ, ଜୟା ସ୍ୱାମୀ, ବୃନ୍ଦାବନ ବାରିକ, ହେମନ୍ତ ଦାସ, ନମ୍ରତା ଦାସ, ପୁଷ୍ପା ପଣ୍ଡା, ବିଜୟ ସାମଲ ଆଦି କଳାକାରମାନେ ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଗ୍ନି ବୀଣା
ନିର୍ଦ୍ଦେଶକମନମୋହନ ମହାପାତ୍ର
କଳାକାରଅସୀମ ବସୁ
ଜୟା ସ୍ୱାମୀ
ବୃନ୍ଦାବନ ବାରିକ
ହେମନ୍ତ ଦାସ
ନମ୍ରତା ଦାସ
ପୁଷ୍ପା ପଣ୍ଡା
ବିଜୟ ସାମଲ
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣଝଙ୍ଗିର ମହାପାତ୍ର
ମୁକ୍ତିଲାଭ ତାରିଖ
୧୯୯୦
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର