Nausea |
---|
|
![](//upload.wikimedia.org/wikipedia/commons/2/22/3205_-_Milano%2C_Duomo_-_Giorgio_Bonola_-_Miracolo_di_Marco_Spagnolo_%281681%29_-_Foto_Giovanni_Dall%27Orto%2C_6-Dec-2007-cropped.jpg) A 1681 painting depicting a person vomiting |
ବିଭାଗ | Gastroenterology |
---|
କାରଣ | Common: Gastroenteritis, food poisoning[୨] Serious: Pancreatitis, gall bladder disease, bowel obstruction, diabetic ketoacidosis, increased intracranial pressure, adrenal crisis[୨] Others: Medications, alcohol, anxiety, depression, morning sickness[୨] |
---|
ପୁନଃପୌନିକ | Common[୨] |
---|
|
ଅଇ ଅର୍ଥ ବାନ୍ତି ହେବା ପୂର୍ବ ଅବସ୍ଥା ଯେତେବେଳେ ଏକ ଅସୁସ୍ଥ ଅନୁଭବ ହୁଏ ଓ ବାନ୍ତିର ଉପକ୍ରମ ହୋଇପାରେ ।[୧] ଅଇ ହେଲେ ସାଧାରଣତଃ ଅଧିକ ଲାଳ ତିଆରି ହୁଏ | [୨] ଏଥିରେ ପେଟ ଯନ୍ତ୍ରଣା ହୋଇପାରେ ବା ହୋଇ ନପାରେ | [୩] ସାଧାରଣତଃ ଏହା ଦୁଇ ଦିନରୁ କମ୍ ରହିଥାଏ କିନ୍ତୁ ଦୀର୍ଘ ସମୟ ଧରି ମଧ୍ୟ ରହିପାରେ | <undefined />
ସାଧାରଣ କାରଣଗୁଡ଼ିକ ମଧ୍ୟରେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଏବଂ ଖାଦ୍ୟ ବିଷାକ୍ତତା ଅନ୍ତର୍ଭୁକ୍ତ | <undefined /> ଗୁରୁତର କାରଣ ମଧ୍ୟରେ ଅଗ୍ନାଶୟ ପ୍ରଦାହ ରୋଗ, ପିତ୍ତକୋଷ ରୋଗ, ଅନ୍ତନଳୀ ଅବରୋଧ, ଡାଏବେଟିକ କିଟୋଏସିଡୋସିସ୍, ଅଧିକ ଖପୁରୀ ମଧ୍ୟସ୍ଥ ଚାପ ବ ଇଣ୍ଟାକ୍ରାନିଆଲ୍ ଚାପ ଏବଂ ଆଡ୍ରେନାଲ୍ ସଙ୍କଟ ହୋଇପାରେ । <undefined /> ଅନ୍ୟାନ୍ୟ କାରଣ ମଧ୍ୟରେ ଗତି ରୋଗ, ଔଷଧ, ମଦ୍ୟପାନ, ଚିନ୍ତା, ଅବସାଦ ଏବଂ ଗର୍ଭ ଅସୁସ୍ଥି ଅନ୍ତର୍ଭୁକ୍ତ |[୨]
ଅଧିକାଂଶ ସମୟରେ ବିନା କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସାରେ ବାନ୍ତି ଭଲ ହୋଇଯାଏ | [୧] ଆବଶ୍ୟକ ସ୍ଥଳେ ଚିକିତ୍ସାରେ ଆଣ୍ଟିଏମେଟିକ ବା ବାନ୍ତିରୋଧୀ ଔଷଧ ଯେପରିକି ଡାଇମେନହାଡ୍ରିନେଟ, ମେଟୋକ୍ଲୋପ୍ରାମାଇଡ metoclopramide ଏବଂ ଓଣ୍ଡାନସ୍ଟେରନ ଦିଆଯାଇପାରେ । [୪] ନିର୍ଦ୍ଦିଷ୍ଟ ଅନ୍ତର୍ନିହିତ କାରଣଗୁଡିକର ସମାଧାନ ଆବଶ୍ୟକ ହୋଇପାରେ | [୪] ଅଇ ଶବ୍ଦଟି ଲାଟିନ୍ର ନସିଆରୁ, ଗ୍ରୀକ୍ ଭାଷାର ναυσία -, nausia "ναυτία" - nautia, ସାମୁଦ୍ରକ ଅସୁସ୍ଥତାକୁ ବୁଝାଏ।
ଆଧାର