ଶୈଳେଶ୍ୱର ନନ୍ଦ
- ପୃଷ୍ଠା
- ଆଲୋଚନା
ଶୈଳେଶ୍ୱର ନନ୍ଦ | |
---|---|
ଜନ୍ମ | ଶୈଳେଶ୍ୱର ନନ୍ଦ (1944-11-04) ୪ ନଭେମ୍ବର ୧୯୪୪ (ବୟସ ୭୯) |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ନାଟ୍ୟକାର, ଅଭିନେତା ଓ ଡାକ୍ତର |
ପିତାମାତା(s) | ଆର୍ତ୍ତତ୍ରାଣ ନନ୍ଦ, ଶ୍ରଦ୍ଧାମଣି ନନ୍ଦ |
ସମ୍ପର୍କୀୟ | ଚନ୍ଦ୍ରଶେଖର ନନ୍ଦ (ବଡ଼ ଭାଇ) |
ପୁରସ୍କାର | ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
ଶୈଳେଶ୍ୱର ନନ୍ଦ (ଜନ୍ମ: ୪ ନଭେମ୍ବର ୧୯୪୪)[୧] ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ଡାକ୍ତର । ସେ ଓଡ଼ିଆ ନାଟକମାନ ରଚନା କରିବା ସହିତ ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କର ବଡ଼ଭାଇ ଚନ୍ଦ୍ରଶେଖର ନନ୍ଦଙ୍କ ସହ ମିଶି, ସେ 'ଆରୋହଣ' ନାମକ ଏକ ନାଟ୍ୟାନୁଷ୍ଠାନ ଗଠନ କରିଥିଲେ । ୧୯୯୦-୯୩ ପର୍ଯ୍ୟନ୍ତ, ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ | |
---|---|
୧୯୯୩-୨୦୧୦ |
|
୨୦୧୧-ଏବେଯାଏଁ |
|
|
International | |
---|---|
National |