ଭିନ୍ନ ସମୟ | |
---|---|
ନିର୍ଦ୍ଦେଶକ | ମନମୋହନ ମହାପାତ୍ର |
ପ୍ରଯୋଜକ | ଶଙ୍କର ଗୋପେ |
କଳାକାର | ସରୋଜ ପଟ୍ଟନାୟକ, ସଚ୍ଚିଦାନନ୍ଦ ରଥ |
ସଙ୍ଗୀତ | ଶାନ୍ତନୁ ମହାପାତ୍ର |
ଚିତ୍ରଗ୍ରହଣ | ଜାହାଙ୍ଗୀର ଚଉଧୁରୀ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୯୨ |
ଦେଶ | ![]() |
ଭାଷା | ଓଡ଼ିଆ |
ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଭିନ୍ନ ସମୟ [୧] ୧୯୯୨ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ଜାତୀୟ ପୁରସ୍କାର ପାଇଥିଲା ।[୨]
ଓଡ଼ିଆ କଥାଚିତ୍ର ‘ଭିନ୍ନ ସମୟ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: