ଅପୂର୍ବ କିଶୋର ବୀର
- ପୃଷ୍ଠା
- ଆଲୋଚନା
Tools
Actions
General
ପ୍ରିଣ୍ଟ/ରପ୍ତାନି
ବାକି ପ୍ରକଳ୍ପଗୁଡ଼ିକରେ
ଅପୂର୍ବ କିଶୋର ବୀର | |
---|---|
ଜନ୍ମ | ୧୯୪୮ [୧] |
ବୃତ୍ତି(ସମୂହ) | ନିର୍ଦ୍ଦେଶକ, ଚିତ୍ରୋତ୍ତଳକ |
ସକ୍ରିୟ ବର୍ଷ | ୧୯୭୩-ଏବେଯାଏଁ |
ବୈବାହିକ-ସାଥୀ | ପ୍ରତିଭା, |
ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ତଥା ବାଲେଶ୍ୱରସ୍ଥ ଫକିରମୋହନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ଓ ହେମଲତା ବୀରଙ୍କ କନିଷ୍ଠ ସନ୍ତାନ ଅପୂର୍ବ କିଶୋର ବୀର । ଏ.କେ. ବୀର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳ ନିର୍ଦ୍ଦେଶକ, ଚିତ୍ରୋତ୍ତଳକ (ସିନେମାଟୋଗ୍ରାଫର) ଏବଂ କାହାଣୀକାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ତିନିଶହରୁ ଉର୍ଦ୍ଧ୍ୱ ସଂକ୍ଷିପ୍ତ କଥାଚିତ୍ର ସହ ପ୍ରାୟ ୫୦ଟି ପ୍ରାମାଣିକ ଚିତ୍ରର ସଫଳ ଚିତ୍ରୋତ୍ତଳକ ଶ୍ରୀବୀରଙ୍କୁ ନିର୍ଦ୍ଦେଶନା ପାଇଁ ମଧ୍ୟ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ମିଳିଛି ।
ଅପୂର୍ବ କିଶୋର ବୀର ପ୍ରଥମ ଓଡ଼ିଆ ଭାବେ ପୁନେର ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଚିତ୍ରୋତ୍ତଳନ ପ୍ରଶିକ୍ଷଣ ପାଇଁ ୧୯୬୯ ମସିହାରେ ନାମ ଲେଖାଇଥିଲେ । ୧୯୭୩ମସିହାରେ ପ୍ରଥମ କରି ଫିଚର ଫିଲ୍ମରେ ଚିତ୍ରୋତ୍ତଳନ କରିବାର ସୁଯୋଗ ପାଇଥିଲେ ।
୧୯୮୧-୨୦୦୦ |
|
---|---|
୨୦୦୧-ଏବେଯାଏଁ |
|
Persondata | |
---|---|
Name | Bir, Apurba Kishore |
Alternative names | |
Short description | |
Date of birth | |
Place of birth | |
Date of death | |
Place of death |